ETV Bharat / bharat

ଗିରଫ ହେଲେ ରାଞ୍ଚିରୁ ଉଦ୍ଧାର ହୋଇଥିବା 17 ବିଦେଶୀ ଜମାତ ସଦସ୍ୟ

author img

By

Published : Apr 19, 2020, 9:36 PM IST

ଝାଡଖଣ୍ଡର ହିନ୍ଦପିଢିରୁ ଧରା ଯାଇଥିବା ଜମାତ ସଦସ୍ୟଙ୍କୁ କୋର୍ଟର ବଡ ଝଟକା । ସିଭିଲ କୋର୍ଟ 17 ବିଦେଶୀ ସହ ମୋଟ 18 ଜଣଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

foreighner jamaties arrested in jharkhand
17 ବିଦେଶୀ ଜମାତ ସଦସ୍ୟ

ରାଞ୍ଚି: ଝାଡଖଣ୍ଡର ହିନ୍ଦପିଢିରୁ ଧରା ଯାଇଥିବା ଜମାତ ସଦସ୍ୟଙ୍କୁ କୋର୍ଟର ବଡ ଝଟକା । ସିଭିଲ କୋର୍ଟ 17 ବିଦେଶୀ ସହ ମୋଟ 18 ଜଣଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟୁରିଷ୍ଟ ଭିସା ନେଇ ଭାରତରେ ଧର୍ମ ପ୍ରଚାର କରୁଥିବା ଏବଂ ତବଲିଗୀରେ ଯୋଡି ହୋଇଥିବା 17 ବିଦେଶୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତଙ୍କ ଉପରେ ଭିସା ନିୟମ ଉଲ୍ଲଂଘନର ଆରୋପ ଲାଗିଛି । ପ୍ରକାଶଥାଉକି, ରାଞ୍ଚି ପୋଲି ଲକଡାଉନ୍ ସମୟରେ ହିନ୍ଦପିଢିର ଏକ ମସଜିଦରେ ଲୁଚିଥିବା 23ଜଣଙ୍କୁ ପୋଲିସ ହେପାଜତରେ ନେଇଥଲା ।

ଏ ମଧ୍ୟରେ ୱେଷ୍ଟଇଣ୍ଡିଜରୁ ଆସିଥିବା ଏକ ଜମାତ ସଦସ୍ୟ କୋରୋନା ସକରାତ୍ମକ ବୋଲି ଜଣାପଡିଛି। ସିଟି ଏସପି ସୌରଭ କୁମାର କହିଛନ୍ତି ଯେ, ହିନ୍ଦପିଢି ପୋଲିସ 17 ଟି ବିଦେଶୀ ଜମାତଙ୍କୁ କ୍ବାରେନଣ୍ଟାଇନ କେନ୍ଦ୍ରକୁ ପଠାଇଛି । ଯାଞ୍ଚରେ ଜଣେ 22 ବର୍ଷୀୟ ମାଲେସିଆ ମହିଳା କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ​। 9 ଏପ୍ରିଲରେ ସମସ୍ତଙ୍କ ଉପରେ ଏକ ମାମଲା ରୁଜୁ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.