ETV Bharat / bharat

ପ୍ରଥମ ଥର ବାୟୁସେନା ଦିବସ ପରେଡରେ ଅଂଶଗ୍ରହଣ କରିବ ରାଫେଲ - ବାୟୁ ସେନା ଦିବସ ପରେଡରେ ରାଫେଲ

ଭାରତ ମାଟିରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖକୁ ଆସିବ ରାଫେଲ । ଅକ୍ଟୋବର 8 ରେ ବାୟୁସେନା ଦିବସ ପରେଡରେ ଅଂଶଗ୍ରହଣ କରିବ ରାଫେଲ । ଏନେଇ ଶନିବାର ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ବାୟୁ ସେନା ଦିବସ ପରେଡରେ ଅଂଶଗ୍ରହଣ କରିବ ରାଫେଲ

author img

By

Published : Oct 3, 2020, 6:31 PM IST

ଚଣ୍ଡିଗଡ: ଭାରତ ମାଟିରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ସର୍ବସମ୍ମୁଖକୁ ଆସିବ ରାଫେଲ । ଅକ୍ଟୋବର 8 ରେ ବାୟୁସେନା ଦିବସ ପରେଡରେ ଅଂଶଗ୍ରହଣ କରିବ ରାଫେଲ । ଏନେଇ ଶନିବାର ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ରାଫେଲ୍ ହେଉଛି 4.5 ଜି, ଟୁଇନ୍-ଇଞ୍ଜିନ ଓମନିରୋଲ, ବାୟୁ ସର୍ବୋଚ୍ଚତା, ଅନ୍ତଃକରଣ, ବାୟୁ ଅନୁସନ୍ଧାନ, ଭୂତଳ ସମର୍ଥନ, ଗଭୀର ଷ୍ଟ୍ରାଇକ୍, ଜାହାଜ ବିରୋଧୀ ଏବଂ ପରମାଣୁ ପ୍ରତିରୋଧକ ଯୁଦ୍ଧ ବିମାନ, ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ଆଇଏଏଫ।

ସେପ୍ଟମ୍ବର 10ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସିଥିବା 5 ରାଫେଲ ବିମାନକୁ ବିଧିବଦ୍ଧ ଭାବରେ ବାୟୁସେନାରେ ସାମିଲ କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

29 ଜୁଲାଇରେ ପାଞ୍ଚ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଥିଲା । ଯୁଦ୍ଧ ବିମାନ ଲଦାଖ ଅଞ୍ଚଳରେ ଉଡ଼ି ସାରିଛି। ଦେଶରେ ପହଞ୍ଚିଥିବା ପାଞ୍ଚଟି ରାଫେଲ ମଧ୍ୟରୁ ତିନୋଟି ଗୋଟିଏ ଯୁଦ୍ଧ ବିମାନ ହୋଇଥିବା ବେଳେ 2ଟି ପ୍ରଶିକ୍ଷଣ ବିମାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.