ETV Bharat / bharat

ଟଙ୍କା ପାଇଁ ଟ୍ରେନ ଟ୍ରାକକୁ ଡେଇଁଲେ ଯୁବତୀ - delhi ,

ସମୟ ସକାଳ 10.30 । ବ୍ୟସ୍ତ ବହୁଳ ଜୀବନରେ ସବୁ ଲୋକ ଅଫିସ କିମ୍ବା ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ମେଟ୍ରୋ ଷ୍ଟେସନରେ ଅପେକ୍ଷା କରିଥାନ୍ତି । ହେଲେ ହଠାତ ଏପରି ଏକ ଘଟଣା ଘଟିଲା ଯାହା ସମସ୍ତଙ୍କୁ ସ୍ତବ୍ଧକରିଦେଲା। ରେଳ ଟ୍ରାକ ଉପରେ ଟଙ୍କା ଖସିପଡିବାରୁ ଟଙ୍କା ଆଣିବା ପାଇଁ ଟ୍ରାକକୁ ଡେଇଁ ପଡିଥିଲେ ଜଣେ ଯୁବତୀ।

ପ୍ରତିକାତ୍ମକ ଫଟୋ
author img

By

Published : Mar 13, 2019, 7:33 AM IST

ନୂଆଦିଲ୍ଲୀ: ଦ୍ରୁତଗାମୀ ଟ୍ରେନ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ଯୁବତୀ । ଟଙ୍କା ପାଇଁ ଟ୍ରେନ ଟ୍ରାକକୁ ଡେଇଁଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ଦ୍ବାରକା ମେଟ୍ରୋ ରେଳ ଷ୍ଟେସନରେ ।

ସମୟ ସକାଳ 10.30 । ବ୍ୟସ୍ତ ବହୁଳ ଜୀବନରେ ସବୁ ଲୋକ ଅଫିସ କିମ୍ବା ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ମେଟ୍ରୋ ଷ୍ଟେସନରେ ଅପେକ୍ଷା କରିଥାନ୍ତି । ହେଲେ ହଠାତ ଏପରି ଏକ ଘଟଣା ଘଟିଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ରେଳ ଟ୍ରାକ ଉପରେ ଟଙ୍କା ଖସିପଡିବାରୁ ଟଙ୍କା ଆଣିବା ପାଇଁ ଟ୍ରେକକୁ ଡେଇଁ ପଡିଥିଲେ । ଆଉ ହଠାତ ସାମନା ପଟୁ ଦ୍ରୁତଗତିରେ ଆସୁଥିଲା ମେଟ୍ରୋ ଟ୍ରେନ । ହେଲେ ଯୁବତୀ ଜଣକ ଖାଲି ସ୍ଥାନରେ ରହିଯାଇଥିଲେ ଫଳରେ ତାଙ୍କ ଜୀବନ ଏତେ ବଡ ଦୁର୍ଘଟଣା ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ।

ତେବେ ଖବର ପୋଲିସ ନିକଟରେ ପହଞ୍ଚିବା ପରେ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରିଥିଲେ ପୋଲିସ। ଯୁବତୀ ଜଣକ 23 ବର୍ଷୀୟା ଚେନତା ବୋଲି ଜଣାପଡିଛି ।

ସଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଦଳ ଅଦଳ ବଦଳ ମିଶ୍ରଣ ପର୍ବ ଆରମ୍ଭ ହେବାରେ ଲାଗିଛି।ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ଭିତରେ ଏପରି ମିଶ୍ରଣ ପର୍ବ କିଛି ବଡ କଥା ନୁହେଁ ।କିନ୍ତୁ ଏକାଥରେ ବିଜେଡି ଦଳର କାର୍ଯ୍ୟକାରୀ ସଭାପତି ଓ ବିଜେଡି ଛାମୁଆ ସଂଗଠନ ର ଏକାଧିକ ନେତା ଓ କର୍ମକର୍ତା ବିଜେପି ରେ ଯୋଗଦାନ କୁ ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ଓ ଭୁବନେଶ୍ୱର ରାଜନୈତିକ ପାଣିପାଗକୁ ଗରମ କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ପ୍ରତି ଆକୃଷ୍ଟ ହୋଇ ବିଜେଡି ଭୁବନେଶ୍ୱର ର କାର୍ଯ୍ୟକାରୀ ସଭାପତି ବାବୁ ସିଂହଙ୍କ ସହ ବିଜେଡି ଛାମୁଆ ସଂଗଠନ ର ଶତାଧିକ ନେତା ଓ କର୍ମକର୍ତ୍ତା ବିଜେପି ରେ ଯୋଗ ଦେଇଛନ୍ତି।

ଦୀର୍ଘ ୨୦ ବର୍ଷ ହେଲା ବିଜୁଜନତା ଦଳ ରେ କାମ କରୁଥିଲି, ଏକାମ୍ର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମର ପ୍ରତିବଧତା।ବିଜେଡି ର ଶତାଧିକ ଯୁବକ ଭାଇ ମାନେ ନିଷ୍ପତି ନେଲେ ବିଜେପି ର ମିଶିବା ପାଇଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ କାର୍ଯ୍ୟ ଆମମାନଙ୍କୁ ପ୍ରଭାବିତ କରିଛି ,ତେଣୁ ଆମ ଦେହ ଆଉ ମନ ଏକ ହୋଇଛି।ଆମେ ସମସ୍ତେ ବିଜେପି ରୁ ଯୋଗଦେଇଛୁ  ବୋଲି ଭୁବନେଶ୍ୱର ବିଜେଡି ର ପୂର୍ବତନ କାର୍ଯ୍ୟକାରୀ ସଭାପତି ବାବୁ ସିଂହ କହିଛନ୍ତି।ଆଜି ପ୍ରଥମ ଦିନର ସଭ୍ୟ ନିର୍ବାଚନ ରେ ପ୍ରାର୍ଥୀ ହେବା ନେଇ,ଦଳ ଯାହା ନିଷ୍ପତି ନେବ ମୁ ମୁଣ୍ଡପାତି ଗ୍ରହଣ କରିବି ବୋଲି ବାବୁ ସିଂହ କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.