ETV Bharat / bharat

କୋରୋନା ମାଡରେ ଘାଇଲା ଫୁଲ ବ୍ୟବସାୟୀ, ସହୁଛନ୍ତି ବିଶେଷ କ୍ଷତି - corona virus

ମହାମାରୀ କୋରୋନା କବଳରେ ସମଗ୍ର ବିଶ୍ବ । ଆଉ ଏଥିଯୋଗୁଁ ଦିନ ମଜୁରିଆ ଓ ସାଧାରଣ ବ୍ୟବସାୟୀ ବହୁ ଅସୁବିଧା ଭୋଗୁଛନ୍ତି । ସେଥିମଧ୍ୟରୁ ଛୋଟ ମୋଟ ଫୁଲ ବେପାର କରି ଜୀବିକା ଅର୍ଜନ କରୁଥିବା ବ୍ୟବସାୟୀଙ୍କ କଥା ନକହିବା ଭଲ । ଅଧିକ ପଢନ୍ତୁ...

କୋରୋନା ମାଡରେ ଘାଇଲା ଫୁଲ ବ୍ୟବସାୟୀ, ସହୁଛନ୍ତି ବହୁ କ୍ଷତି

author img

By

Published : Sep 26, 2020, 9:25 PM IST

ଲକ୍ଷ୍ନୌ: ଦେଶରେ ଭୟଙ୍କର ଭାବେ ବ୍ୟାପୁଛି କୋରୋନା ମହାମାରୀ ସଂକ୍ରମଣ । ବିଶ୍ବର ଅନ୍ୟଦେଶ ତୁଳନାରେ ବର୍ତ୍ତମାନ ପରିସ୍ଥିତିରେ ଭାରତରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପଜିଟିଭ ରିପୋର୍ଟ ହେଉଛି । ତେବେ ଏପରି ସ୍ଥିତିରେ ଲୋକଙ୍କର ଜୀବନଶୈଳୀରେ ବହୁ ପରିବର୍ତ୍ତନ ପରିଲିକ୍ଷିତ ହୋଇଛି। ଦେଶରେ ବହୁ ଆର୍ଥିକ ସଙ୍କଟ ଦେଖାଦେଇଛି । ଆଉ ଏଥିରେ ବେଶୀ ଅସୁବିଧାର ସାମ୍ନା କରୁଛନ୍ତି ଦିନ ମଜୁରିଆ ଓ ନିମ୍ନ ମାନର ବ୍ୟବସାୟୀ ।

କୋରୋନା ମାଡରେ ଘାଇଲା ଫୁଲ ବ୍ୟବସାୟୀ, ସହୁଛନ୍ତି ବହୁ କ୍ଷତି
କୋରୋନା ମାଡରେ ଘାଇଲା ଫୁଲ ବ୍ୟବସାୟୀ, ସହୁଛନ୍ତି ବହୁ କ୍ଷତି

କୋରୋନା ମହାମାରୀ ଯେପରି ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ସେଥିମଧ୍ୟରୁ ଉତ୍ତରପ୍ରଦେଶସ୍ଥିତ କାନପୁରର ଫୁଲ ବ୍ୟବସାୟୀମାନେ ବହୁ ଆର୍ଥିକ କଷ୍ଟ ଭୋଗୁଛନ୍ତି। ସେମାନେ କୋରୋନା ସମୟରେ କିଛି ବ୍ୟବସାୟର ଆଶା ରଖି ଦୋକାନ ଖୋଲି ବିଭିନ୍ନ ସ୍ଥାନରୁ ଅର୍ଡର ଦେଇ ଫୁଲ ଆଣୁଥିବାବେଳେ, ଏହା ବିକ୍ରି ନହୋଇ ପଡି ରହି ସଢୁଛି । ଯାହା ଫଳରେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ସେମାନେ ।

ଏନେଇ ଜଣେ ଫୁଲ ବ୍ୟବସାୟୀ କହିଛନ୍ତି, "ଫୁଲ କାମ 2 ମାସରୁ ଆରମ୍ଭ ହୋଇଛି କିନ୍ତୁ ଯାହା ଆଣୁଛି ତାହା ବିକ୍ରି ହେଉନାହିଁ। ଫଳରେ ବହୁ କ୍ଷତି ହେଉଛି । ଯେଉଁଠାରେ ପ୍ରଥମ 50 ବଣ୍ଡଲ ବିକ୍ରି ହୋଇଥିଲା, ବର୍ତ୍ତମାନ ଦିନକୁ 5 ବଣ୍ଡଲ ବିକ୍ରି ହେବା ମଧ୍ୟ କଷ୍ଟକର ବ୍ୟାପାର ହୋଇପଡିଛି"।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.