ETV Bharat / bharat

କେରଳ ବନ୍ୟା, 3 ଜିଲ୍ଲାରେ ‘ଅରେଞ୍ଜ ଆଲର୍ଟ’ - 2 dead

ଆହୁରି ଭୟଙ୍କର ହେଉଛି କେରଳ ବନ୍ୟା । ବନ୍ୟାରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । 3 ଜିଲ୍ଲାରେ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି ।

ଫଟୋ ସୌଜନ୍ୟ : ଇଟିଭି ଭାରତ
author img

By

Published : Aug 8, 2019, 10:13 PM IST

ଥିରୁଅନନ୍ତପୁରମ: ଉଛୁଳୁଛି ନଦୀ, ଦିନକୁ ଦିନ ଭୟଙ୍କର ହେଉଛି କେରଳ ବନ୍ୟା । ରାଜ୍ୟର ବିଭିନ୍ନ ରାଜ୍ୟରେ ଏବେ ବି ପାଣି ଘେରରେ ବୁଡି ରହିଛି ଅନେକ ଧନଜୀବନ । ବର୍ତ୍ତମାନ ସୁଦ୍ଧା ବନ୍ୟାରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କୋଚିର ଆର୍ନ୍ତଜାତୀୟ ବିମାନ ବନ୍ଦର ମଧ୍ୟ ବନ୍ଦ କରାଯାଇଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରୁ ବିପନ୍ନଙ୍କୁ ସ୍ଥାନାନ୍ତରଣ ପାଇଁ ଆଡଭାଇଜରୀ ଜାରି କରାଯାଇଛି । କୋଝିକୋଡ, ମଲପ୍ପୁରମ, ଇଡୁକ୍କି ଆଦି ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି । ଏହି ସ୍ଥାନକୁ ଏନଡିଆରଏଫର 5ଟି ଟିମକୁ ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ତ୍ରୀଶୂର,ୱାୟନାଡ, ପଲକ୍କଡ, କଶରଗଡ ଏବଂ କନ୍ନୁର ଆଦି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଠିକାର ସମସ୍ତ ସ୍କୁଲ କଲେଜକୁ ମଧ୍ୟ ବନ୍ଦ ରଖାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.