ETV Bharat / bharat

ବିହାରରେ ବୋମା ବିସ୍ଫୋରଣ: ଜଣେ ମୃତ, 4 ଆହତ

author img

By

Published : Feb 10, 2020, 10:09 AM IST

Updated : Feb 10, 2020, 11:05 AM IST

ବିହାରର ପାଟଣାରେ ବୋମା ବିସ୍ଫୋରଣ । ବିସ୍ଫୋରଣ ଘଟି ଜଣେ ମୃତ, 4 ଆହତ ହୋଇଥିବାବେଳେ, 2ଟି ଘର ସମ୍ପୂର୍ଣ୍ଣ ଜଳିପଡି ନଷ୍ଟ ହୋଇଯାଇଛି ।

ବିହାରରେ ବୋମା ବିସ୍ଫୋରଣ, 5 ଆହତ
ବିହାରରେ ବୋମା ବିସ୍ଫୋରଣ, 5 ଆହତ

ପାଟନା: ବିହାରରେ ବୋମା ବିସ୍ଫୋରଣ । ପାଟନାର ଜଣେ ବ୍ୟକ୍ତିଙ୍କ ଘରେ ବିସ୍ଫୋରଣ ଘଟି ଜଣେ ମୃତ ଓ 4 ଜଣ ଆହତ ହୋଇଛନ୍ତି । ଘରେ ବୋମା ରଖାଯାଇଥିବାରୁ ବିସ୍ଫୋରଣ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ । ଏହି ଦୁର୍ଘଟଣାରେ 2ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ, ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିହାରରେ ବୋମା ବିସ୍ଫୋରଣ: ଜଣେ ମୃତ, 4 ଆହତ

ସୌଜନ୍ୟ: @ANI

Intro:Body:

SDF

Conclusion:
Last Updated : Feb 10, 2020, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.