ETV Bharat / bharat

ଅକ୍ଷରଧାମ ମନ୍ଦିର ନିକଟରେ ପୋଲିସ ଗାଡିକୁ ଗୁଳିମାଡ

ଅକ୍ଷରଧାମ ମନ୍ଦିର ପାଖରେ ଦିଲ୍ଲୀ ପୋଲିସ ଗାଡିକୁ ଦୁବୃର୍ତ୍ତଙ୍କ ଗୁଳିମାଡ । ଦୁବୃର୍ତ୍ତମାନେ ଫେରାର ।

author img

By

Published : Sep 22, 2019, 1:00 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଅକ୍ଷରଧାମ ମନ୍ଦିର ପାଖରେ ଦିବାଲୋକରେ ପୋଲିସ ଗାଡି ଉପରକୁ ଗୁଳି ମାଡ । ଦୁବୃର୍ତ୍ତମାନେ ପୋଲିସ ଗାଡି ଉପରକୁ ଗୁଳି ବର୍ଷା କରି ସେଠାରୁ ଫେରାର ହୋଇଯାଇଥିବା ସୂଚନା । ପୋଲିସ ଦୁବୃର୍ତ୍ତଙ୍କୁ ଧରିବାକୁ ପ୍ରୟାସ କରୁଥିବା ବେଳେ ଏହି ଗୁଳିକାଣ୍ଡ ହୋଇଥିବା ଜଣା ପଡିଛି ।

ଗତ କିଛି ଦିନରୁ ଅକ୍ଷରଧାମ ମନ୍ଦିର ପାଖରେ ଲୁଟପାଟର ଅଭିଯୋଗ ହେଉଥିଲା । ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଦୁବୃର୍ତ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ରବିବାର ଚେକିଂ ସମୟରେ ଦୁବୃର୍ତ୍ତମାନେ ଦିଲ୍ଲୀ ପୋଲିସ ଟିମ ଉପରକୁ ଗୁଳି ଚଳାଇବା ସହ ସେଠାରୁ ଖସି ପଳାଇଛନ୍ତି । ଦୁବୃର୍ତ୍ତମାନେ ଧଳା କାରରେ ଆସିଥିବା ବେଳେ ଗୀତା କଲୋନୀ ଆଡକୁ ଫେରାର ହୋଇଯାଇଥିବା ଜଣା ପଡିଛି । ପୋଲିସ ଛାନଭିନ ଜାରି କରୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.