ETV Bharat / bharat

ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ, କାନ୍ଦ ବୋବାଳିରେ ଫାଟୁଛି ନରିୟାର - ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା

ଆଖି ପିଛୁଳାକେ ଜଳି ଉଠିଲା ନୂଆଦିଲ୍ଲୀସ୍ଥିତ ଅନାଜ ମଣ୍ଡି । ଏ ଖବର ସାରାଦେଶକୁ ଯେତିକି ବ୍ୟଥିତ କରିଛି ତାଠାରୁ ଅଧିକ ଦୁଃଖ ପହଞ୍ଚାଇଛି ବିହାରର ସହରସା ଜିଲ୍ଲା ନରିୟାର ଅଞ୍ଚଳରେ । ଅଧିକ ପଢନ୍ତୁ...

fire in anaj mandi, delhi fire broke update, shock in bihar on delhi fire broke, ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଘଟଣା, ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା, ଦିଲ୍ଲୀ ଅଗ୍ନିକାଣ୍ଡ ପରେ ବିହାରରେ ଦୁଃଖ
ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ, କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ
author img

By

Published : Dec 9, 2019, 3:13 PM IST

Updated : Dec 9, 2019, 4:14 PM IST

ପାଟନା: ଆଖି ପିଛୁଳାକେ ଜଳି ଉଠିଲା ନୂଆଦିଲ୍ଲୀସ୍ଥିତ ଅନାଜ ମଣ୍ଡି । ସାଥୀରେ ଜଳିପୋଡି ପାଉଁଶ ହୋଇଗଲା ଅନେକ ପରିବାରର ସ୍ବପ୍ନ ଓ ଭରଣପୋଷଣର ମାଧ୍ୟମ । ଏ ଖବର ସାରା ଦେଶକୁ ଯେତିକି ବ୍ୟଥିତ କରିଛି ତାଠାରୁ ଅଧିକ ଦୁଃଖ ପହଞ୍ଚାଇଛି ବିହାରର ସହରସା ଜିଲ୍ଲା ନରିୟାର ଅଞ୍ଚଳରେ । ଅଗ୍ନିକାଣ୍ଡର ଖବର ପ୍ରକାଶ ପାଇବା ପରେ ଗାଁରେ ଖେଳିଯାଇଛି ଶୋକର ମାହୋଲ ।

ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ, କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ

କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ନିଜ ଆତ୍ମୀୟ ପରିଜନଙ୍କ ସହ ଅଗ୍ନିକାଣ୍ଡ ଘଟଣା ପରେ କୌଣସି ଯୋଗାଯୋଗ ହୋଇନପାରିବାରୁ ଆଶା ଓ ଆଶଙ୍କାରେ ଗାଁ ଲୋକେ । କିଏ ନିଜ ଏକମାତ୍ର ରୋଜଗାରିଆ ପୁଅକୁ ମନେ ପକାଉଛି ତ କିଏ ପୁଣି ମନେ ପକାଉଛି ନିଜ ଭାଇକୁ । ତେଣେ ଖବର ପାଇବା ମାତ୍ରେ ସକ୍ଷମ ଅନୁଯାୟୀ କିଛି ନିଜ ପରିବାର ଲୋକଙ୍କୁ ଫେରାଇ ଆଣିବାକୁ ପହଞ୍ଚିଛନ୍ତି ଦିଲ୍ଲୀର ଅନାଜ ମଣ୍ଡିରେ । ଆଉ କିଏ ପୁଣି ଘରେ ବସି ଗୁମୁରି କାନ୍ଦି ମନାସୁଛି ପରିବାରର ଶୁଭ ।

ନିଆଁ ଲାଗିଥିବା ଫ୍ୟାକ୍ଟ୍ରି ମାଲିକ ଏହି ନରିୟାର ଗାଁର ହୋଇଥିବାବେଳେ ବର୍ତ୍ତମାନ ପ୍ରାୟ 40ରୁ 45 ଲୋକେ ସେହି ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିଲେ । ତେବେ ଅଗ୍ନିକାଣ୍ଡ ପରେ ସେମାନେ ଜୀବିତ କି ମୃତ ତାହା ମଧ୍ୟ ପରିବାର ଲୋକଙ୍କ ଅଜଣା । ଏନେଇ କୋହରେ ଫାଟିପଡୁଛି ଗାଁ ପରିବେଶ । ଘଟଣାଟିକୁ 24 ଘଣ୍ଟାରୁ ଅଧିକ ସମୟ ବିତିଥିଲେ ହେଁ ଏଯାଏଁ ମିଳିପାରିନାହିଁ ଆତ୍ମୀୟଙ୍କ ଠିକଣା । ଯାହା ପରିବାର ଲୋକଙ୍କୁ କରିଛି ଅଧିକ ବ୍ୟଥିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:सहरसा-दिल्ली के सदर बाजार स्थित मंडी में लगी आग ।आग में कई लोगों के जलकर मरने की सूचना ने सहरसा के नरियार में मचाई कोहराम मचा।वजह यहाँ के तकरीबन 40 से 45 आदमी वहाँ के फैक्ट्री में करते थे काम।उनलोगों से संपर्क करने पर किसी भी प्रकार की कोई सूचना नही मिलने से परिवार वालो का हाल है बेहाल।वैसे तीन लोगों के जलकर मरने की सूचना,आधिकारिक पुष्टि नहीं।परंतु परिजनों ने खुद इसकी पुष्टि की।सूचना के बाद कई के परिवार वाले दिल्ली को हुये रवाना।
Body:दरअसल आज जैसे से ही दिल्ली के मंडी में आग लगने की सूचना मिली तो वहाँ के फैक्ट्री में कार्य कर रहे नरियार के लोगों के परिजनों ने संपर्क साधना शुरू किया तो किसी के घरवाले से कोई बात नही हो पा रही है।परिणामस्वरूप सभी के परिवार में कोहराम मच गया है।केवल नरियार गांव से ही 40 से 45 मजदूर वहां एक जैकेट फेक्ट्री में काम करते थे,फेक्ट्री मालिक जुबैर भी नरियार का ही रहनेवाला है,जो यहां से गाँव के कई लड़को को वहां ले गया था,इधर नरियार गाँव में खबर सुनकर कोहराम मचा हुआ है। लोग अपने अपने रिश्तेदारों को फोन लगाकर परेशान है लेकिन किसी के बच्चे से किसी परिजन की बात नही हो पा रही है।वैसे यहां से तीन लोगों की मौत की सूचना परिजनों को मिली है।लेकिन कोई आधिकारिक पुष्टि नहीं हो पाई है।
आप खुद देखिये ये नरियार की बुजुर्ग महिला मेहरुनिशां है जिसका बेटा जसीम वहां काम करता है और वो लापता है।वहीं देखिये मो खुर्शीद आलम को जिसका बीटा मो फैसल वहीं फैक्ट्री में सिलाई का कार्य करता था वो भी लापता है जबकि मो जुम्मन का बेटा सज्जन भी लापता हैवहीं कौसर बीबी का शौहर भी वहीं काम करता था जो लापता है।नसीमा खातून का रो रो के बुरा हाल है इसका बेटा राशिद आलम से भी कोई संपर्क नहीं हो रहा है इसके अलावे मो मुबारक ,मो ग्यास सहित कई लोगों से कोई संपर्क नहीं होने से पूरे गांव में कोहराम मचा हुआ है।ग्रामीण मो अख्तर की माने तो इस गांव से कुल 40 से 45 लोग वहां काम करते है इसका वजह इन्होंने बताया कि यहां का मो जुबैर का वहाँ जैकेट का फैक्ट्री है जहां ये लोग कम करते थे आग लगने की सूचना पर वहां संपर्क किया जाता है तो किसी से भी संपर्क नहीं हो पा रहा है।एक शख्स का फोन लगा भी तो वह कॉल सदर बाजार थाना द्वारा उठाया गया फिर दुबारा संपर्क नहीं हो पाया है।
Conclusion:फिलवक्त पूरे नरियार गांव में कोहराम मचा हुआ कुछ लोग आनन फानन में दिल्ली के लिये कूच भी कर गये है।अब देखना लाजिमी होगा कि दिल्ली में मरने वाले लोगों में सहरसा के नरियार गांव के कितने लोग है।
Last Updated : Dec 9, 2019, 4:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.