ETV Bharat / bharat

କୋଲକାତା ହୋଟେଲ ଓ ଲୁଧିଆନାର କପଡା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ - Kanganwal Road

ପଞ୍ଜାବ ଲୁଧିଆନାସ୍ଥିତ ଏକ କପଡା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ସେପଟେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମଧ୍ୟ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ତେବେ ଉଭୟ ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଏଏନଆଇ
author img

By

Published : Jun 16, 2019, 9:10 PM IST

ଲୁଧିଆନା: ପଞ୍ଜାବ ଲୁଧିଆନାସ୍ଥିତ ଏକ କପଡା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ରବିବାର ସନ୍ଧ୍ୟାରେ ଲୁଧିଆନାର କଙ୍ଗାନୱାଲା ରୋଡ଼ସ୍ଥିତ ଏକ ହଜାରି ଫ୍ୟାକ୍ଟ୍ରି ବା କପଡା କାରଖାନାରେ ନିଆଁ ଲାଗିଯାଇଛି । ସୂଚନା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ରହିଛି ।

ଏଏନଆଇ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଏଏନଆଇ
ଏଏନଆଇ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଏଏନଆଇ

ସେହିପରି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମଧ୍ୟ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଏଠାରେ ଲେନୀନ ସାରାନୀ ଅଞ୍ଚଳରେ ଥିବା ଏକ ହୋଟେଲରେ ଭୟଙ୍କର ନିଆଁ ଲାଗିଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ଏଠାରେ ନିଆଁ ଲିଭାଇବା ପାଇଁ 5ଟି ଦମକଳ ଗାଡି ପହଞ୍ଚିଛି । ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ କୌଣସି ଲୋକେ ଆହତ ହୋଇନାହାଁନ୍ତି ।

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.