ETV Bharat / bharat

ପୁଣି ବିଶାଖାପାଟଣାର ଏକ କ୍ବାରେଣ୍ଟିନ ସେଣ୍ଟରରେ ଅଗ୍ନିକାଣ୍ଡ - Fire breaks out at a quarantine centre

ପୁଣି କ୍ବାରେଣ୍ଟିନ ସେଣ୍ଟରରେ ଅଗ୍ନିକାଣ୍ଡ। ଘଟଣାଟି ବିଶାଖାପାଟଣା କୋମାଡି ଅଞ୍ଚଳର ଏକ ବେସରକାରୀ କଲେଜ କ୍ୟାମ୍ପସ ପରିସରରେ ଘଟିଛି। ସୋମବାର ରାତ୍ରିରେ ଏହି ଅଘଟଣ ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

ପୁଣି ବିଶାଖାପାଟନମର ଏକ କ୍ବାରେଣ୍ଟିନ ସେଣ୍ଟରରେ ଅଗ୍ନିକାଣ୍ଡ

author img

By

Published : Aug 25, 2020, 6:19 AM IST

ବିଶାଖାପାଟଣା: ପୁଣି କ୍ବାରେଣ୍ଟିନ ସେଣ୍ଟରରେ ଅଗ୍ନିକାଣ୍ଡ। ଘଟଣାଟି ବିଶାଖାପାଟଣା କୋମାଡି ଅଞ୍ଚଳର ଏକ ବେସରକାରୀ କଲେଜ କ୍ୟାମ୍ପସ ପରିସରରେ ଘଟିଛି। ସୋମବାର ରାତ୍ରିରେ ଏହି ଅଘଟଣ ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ଶିକ୍ଷାନୁଷ୍ଠାନ ମାନ ବନ୍ଦ ଥିବାରୁ ଏହି କ୍ୟାମ୍ପସକୁ କୋଭିଡ୍ ରୋଗୀଙ୍କ ରହିବା ବ୍ୟବହାର କରାଯାଇଥିଲା।

  • Andhra Pradesh: Fire broke out at a quarantine centre in a pvt college campus in Kommadi area of Visakhapatnam, earlier tonight. Police say, "There was short circuit in a computer block. Police & fire dept rushed to spot & shifted patients. Fire under control. Probe is underway." pic.twitter.com/2JRA2U7dzj

    — ANI (@ANI) August 24, 2020 " class="align-text-top noRightClick twitterSection" data=" ">

କଲେଜର କମ୍ପ୍ୟୁଟର ବ୍ଲକରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତ ବେଳେ ପୋଲିସ ସୂଚନାରୁ ଜଣାପଡିଛି।

"କମ୍ପ୍ୟଟର ବ୍ଲକରେ ସର୍ଟ ସର୍କିଟ ହୋଇଥିଲା। ଖବର ପାଇଁ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଞ୍ଚିବା ସହ ରୋଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ନିଆଁ ଆୟତ୍ତରେ ଥିବା ବେଳେ ତଦନ୍ତ ଜାରି ରହିଥିବା ପୋଲିସ କହିଛି।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.