ETV Bharat / bharat

ବିଦା ହେଲେ ଅର୍ଥ ମନ୍ତ୍ରାଳୟର 12 ଅଧିକାରୀ - retirement

ଆୟକର ବିଭାଗର 12 ଜଣ ବରିଷ୍ଠ ଅଧିକାରୀଙ୍କୁ ଅବସର ଦିଆଯାଇଛି । ଅଧିନିୟମ 56 ଅଧିନରେ ଏହି ଅଧିକାରୀଙ୍କୁ ଅବସର ଦେଇଛି ଅର୍ଥ ମନ୍ତ୍ରାଳୟ ।

ପଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 10, 2019, 9:23 PM IST

ନୂଆଦିଲ୍ଲୀ: ଆୟକର ବିଭାଗର 12 ଜଣ ବରିଷ୍ଠ ଅଧିକାରୀଙ୍କୁ ବିଦା କଲା ଅର୍ଥ ମନ୍ତ୍ରାଳୟ । ଅଧିନିୟମ 56 ଅଧିନରେ ଏହି ଅଧିକାରୀଙ୍କୁ ଅବସର ଦେଇଛି ଅର୍ଥ ମନ୍ତ୍ରାଳୟ । ଆୟକର ବିଭାଗରର ମୁଖ୍ୟ ଆୟୁକ୍ତ, ପ୍ରଧାନ ଆୟୁକ୍ତ ସମେତ 12 ଜଣ ବରିଷ୍ଠ ଅଧିକାରୀଙ୍କୁ ନିଜ ସହକର୍ମୀ ମହିଳାଙ୍କୁ ଉତ୍ପୀଡନ କରିବା, ବେଆଇନ ସମ୍ପତ୍ତି ରଖିବା ଏବଂ ଲାଞ୍ଚ ନେବା ଅଭିଯୋଗରେ ବିଦା କରାଯାଇଛି ।

ତେବେ କେନ୍ଦ୍ର ସରକାର ଏଭଳି ଅନେକ ଅଧିକାରୀଙ୍କ ସୂଚି ପ୍ରସ୍ତୁତ କରିଛନ୍ତି ଯାହାଙ୍କ ବୟସ 50 ବର୍ଷରୁ ଉର୍ଦ୍ଧ୍ବ ରହିଛି ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତା ରିପୋର୍ଟ ଜିରୋ ରହିଛି । ସେମାନଙ୍କୁ ଅର୍ଥ ମନ୍ତ୍ରାଳୟର ଅଧିନିୟମ 56 ଅଧିନରେ ଅବସର ଦିଆଯାଇଛି ।

Intro:Body:

dfsf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.