ନୂଆଦିଲ୍ଲୀ: ଆଜି 2020-21 ବର୍ଷ ପାଇଁ ବଜେଟ ଆଗତ କରାଯିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି । ସେ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିବେ । ପୂର୍ବାହ୍ନ 10.15ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ହେବ । ଏଥିରେ ବଜେଟ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।
ଆଜି ବଜେଟ: ଅର୍ଥ ମନ୍ତ୍ରଣାଳୟରେ ନିର୍ମଳା ସୀତାରମଣ, 10.15ରେ କ୍ୟାବିନେଟ ବୈଠକ - Nirmala Sitharaman arrives at Ministry of Finance
ଆଜି 2020-21 ବର୍ଷ ପାଇଁ ବଜେଟ ଆଗତ କରାଯିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି । ପୂର୍ବାହ୍ନ 10.15ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ହେବ ।
ଆଜି ବଜେଟ: ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଲେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ଆଜି 2020-21 ବର୍ଷ ପାଇଁ ବଜେଟ ଆଗତ କରାଯିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି । ସେ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିବେ । ପୂର୍ବାହ୍ନ 10.15ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ହେବ । ଏଥିରେ ବଜେଟ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।
Intro:Body:
Conclusion:
BLANK FOR LINK
Conclusion:
Last Updated : Feb 1, 2020, 9:40 AM IST