ETV Bharat / bharat

ଜିଏସଟି କାରଣରୁ ଭାରତୀୟ ସିନେମା କ୍ଷତି ସହୁଛି: କମଲ୍ ହାସନ - ଜିଏସଟି କାରଣରୁ ଭାରତୀୟ ସିନେମା କ୍ଷତି ସହୁଛି

ଅଭିନେତାରୁ ନେତା ପାଲଟିଥିବା କମଲ୍ ହାସନ ଶନିବାର ‘ୟେଶକନ୍-2020’ ଯୋଗ ଦେଇଛନ୍ତି ।  ସେଠାରେ ଭାରତୀୟ ସିନେମା ଜିଏସଟି କାରଣରୁ ଅଧିକ କ୍ଷତି ସହୁଥିବାର ସେ କହିଛନ୍ତି । ଆଗକୁ ପଢନ୍ତୁ...

kamal haasan on gst
ଫାଇଲ ଫଟୋ
author img

By

Published : Jan 12, 2020, 2:18 PM IST

ମଦୁରାଇ: ଅଭିନେତାରୁ ନେତା ପାଲଟିଥିବା କମଲ୍ ହାସନ ଶନିବାର ତାମିଲନାଡୁରେ ‘ୟେଶକନ୍-2020’ ଯୋଗ ଦେଇଛନ୍ତି । ସେଠାରେ ଭାରତୀୟ ସିନେମା ଜିଏସଟି କାରଣରୁ ଅଧିକ କ୍ଷତି ସହୁଥିବାର ସେ କହିଛନ୍ତି । ସେ ସିନେମା ଇଣ୍ଡଷ୍ଟ୍ରିକୁ ଏହାକୁ ନେଇ ଅନୁରୋଧ କରିଛନ୍ତି ।

ଜିଏସଟିକୁ ନେଇ କମଲ୍ ହାସନ ସବୁବେଳେ ବିରୋଧ କରିଥାନ୍ତି । ତେଣୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏହାକୁ ନେଇ ସରକାରଙ୍କ ସହ ଆଲୋଚନା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ପ୍ରକାଶଥାଉକି, କମଲ୍ ହାସନ ବିଜେପି ସରକାରଙ୍କ ବିରୋଧରେ ସର୍ବଦା ସ୍ବର ଉଠାଇଥାନ୍ତି । ବିବାଦୀୟ ନଥିଲେ ମଧ୍ୟ ସେ ସରକାରଙ୍କ ନୀତିକୁ ପସନ୍ଦ କରିନଥାନ୍ତି । ପ୍ରକାଶ ଥାଉକି, ନାଗରିକତା ସଂଶୋଧନ ଆଇନ-2019କୁ ମଧ୍ୟ ବିରୋଧ କରୁଛନ୍ତି ହାସନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.