ETV Bharat / bharat

ନୂଆ ଫିଚର ସହ ଭାରତରେ ଲଞ୍ଚ ହେଲା ମୋଟରୋଲା ୱାନ୍ ଫ୍ୟୁଜନ୍ +' - ମୋଟରୋଲା ନୂତନ ମିଡ୍ରେଞ୍ଜ୍ ସ୍ମାର୍ଟଫୋନ୍

ଲେନୋଭୋ ମାଲିକାନା ସ୍ମାର୍ଟଫୋନ୍ ବ୍ରାଣ୍ଡ ମୋଟରୋଲା ନୂତନ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ 'ମୋଟରୋଲା ୱାନ୍ ଫ୍ୟୁଜନ୍ +' ଲଞ୍ଚ କରିଛି। ଯେଉଁଥିରେ କ୍ୱାଡ-କ୍ୟାମେରା ସିଷ୍ଟମ ରହିଛି ।

ପକେଟକୁ ସୁହାଇବା ଦରରେ ଭାରତରେ ଲଞ୍ଚ ହେଲା ମୋଟରୋଲା ୱାନ୍ ଫ୍ୟୁଜନ୍ +'

author img

By

Published : Jun 17, 2020, 2:48 PM IST

ନୂଆଦିଲ୍ଲୀ: ଲେନୋଭୋ ମାଲିକାନା ସ୍ମାର୍ଟଫୋନ୍ ବ୍ରାଣ୍ଡ ମୋଟରୋଲା ନୂତନ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ 'ମୋଟରୋଲା ୱାନ୍ ଫ୍ୟୁଜନ୍ +' ଲଞ୍ଚ କରିଛି। ଯେଉଁଥିରେ କ୍ୱାଡ-କ୍ୟାମେରା ସିଷ୍ଟମ ରହିଛି ଏବଂ 5000mAhବ୍ୟାଟେରୀ । ଏହି ଫୋନର ମୂଲ୍ୟ ଭାରତୀୟ ବଜାରରେ 16,999 ଟଙ୍କା ରହିଛି।

ଏହି ଫୋନ୍ ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ପ୍ରଥମଟି ଟ୍ୱିଲାଇଟ୍ ଓ ଦ୍ବିତୀୟଟି ବ୍ଲୁମୁନ୍ ଲାଇଟ୍ ଧଳା । ଏହା ଜୁନ୍ 24 ରେ ମଧ୍ୟାହ୍ନ 12 ଟାରୁ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି ହେବ । ଫୋନରେ କ୍ବାଡ୍ କ୍ୟାମେରା ସେଟଅପ୍ ସହ ପ୍ରାଇମେରୀ ସେନସର 64 ଏମପି ଓ 8MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ 5MP ମାକ୍ରୋ ଲେନ୍ସ ଏବଂ 2MPର ସେନ୍ସର ରହିଛି।

ପକେଟକୁ ସୁହାଇବା ଦରରେ ଭାରତରେ ଲଞ୍ଚ ହେଲା ମୋଟରୋଲା ୱାନ୍ ଫ୍ୟୁଜନ୍ +'
ପକେଟକୁ ସୁହାଇବା ଦରରେ ଭାରତରେ ଲଞ୍ଚ ହେଲା ମୋଟରୋଲା ୱାନ୍ ଫ୍ୟୁଜନ୍ +'

କନେକ୍ଟିଭିଟି ବିକଳ୍ପଗୁଡ଼ିକରେ ବ୍ଲୁଟୁଥ୍ v5, ୱାଇ-ଫାଇ 802.11ac, ଜିପିଏସ୍, 3.5 ମିମି ଅଡିଓ ଜ୍ୟାକ୍, USB ଟାଇପ୍-ସି ପୋର୍ଟ ଏବଂ ଡୁଆଲ୍ 4G VoLTE ଅନ୍ତର୍ଭୁକ୍ତ । ସ୍ମାର୍ଟଫୋନ୍ କିଣିବା ପୂର୍ବରୁ, କେଉଁ ମୋବାଇଲ୍ ପ୍ରୋସେସର୍ (ସ୍ନାପଡ୍ରାଗନ୍ ଇତ୍ୟାଦି) ଜାଣିବା ନିହାତୀ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.