ETV Bharat / bharat

ଝିଅକୁ ବାହା ହେଲେ ମିଳିବ 2 କୋଟି - ଯୌତୁକ

ଝିଅକୁ ବାହା ହେଲେ ବାପା ଦେବେ 2 କୋଟି ଯୌତୁକ । ଘଟଣାଟି ଥାଇଲାଣ୍ଡର । ଏଠାରେ ଜଣେ କୋଟିପତି ବାପାକୁ ନିଜ ଝିଅ ବାହାଘରର ଚିନ୍ତା ଏତେ ଘାରିଲା ଯେ, ସେ ବର ପକ୍ଷକୁ 2 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତାଙ୍କ ନା ଆରନାନ ରୋଡଥାଗ୍ନ । ସେ ଥାଇଲ୍ୟାଣ୍ଡର କୋଟିପତି ମଧ୍ୟରେ ଗଣା ।

ଡିଜାଇନ ଫଟୋ
author img

By

Published : Mar 10, 2019, 12:04 PM IST

ଥାଇଲାଣ୍ଡ: ଝିଅ 25 ବର୍ଷରେ ପାଦ ଥାପୁ ଥାପୁ ପରିବାର ଲୋକଙ୍କୁ ତା ବିବାହର ଚିନ୍ତା ଘାରିଥାଏ । ବନ୍ଧୁବାନ୍ଧବଠାରୁ ଆରମ୍ଭ କରି ମାଟ୍ରିମୋନିଆଲ ସାଇଟ୍‌ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପୁଅ ଖୋଜିବା ଆରମ୍ଭ ହୋଇଯାଏ । ଏହା କେବଳ ମଧ୍ୟମ ବର୍ଗର ପରିବାରରେ ଦେଖା ଦେଇନଥାଏ ବରଂ ଧନି ପରିବାରରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିଥିଏ । ତେବେ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଦେଖାଦିଏ ଏଭଳି ପରିସ୍ଥିତି ।

ଘଟଣାଟି ଥାଇଲାଣ୍ଡର । ଏଠାରେ ଜଣେ କୋଟିପତି ବାପାକୁ ନିଜ ଝିଅ ବାହାଘରର ଚିନ୍ତା ଏତେ ଘାରିଲା ଯେ, ସେ ବର ପକ୍ଷକୁ 2 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତାଙ୍କ ନା ଆରନାନ ରୋଡଥାଗ୍ନ । ସେ ଥାଇଲ୍ୟାଣ୍ଡର କୋଟିପତି ମଧ୍ୟରେ ଗଣା ।

ତେବେ ଏଥି ନିମନ୍ତେ ତାଙ୍କର କିଛି ବଡ ସର୍ତ୍ତ ରହିନାହିଁ । ପୁଅକୁ ବଡ ଡିଗ୍ରୀ ବା ଚାକିରି କରିବାର ଆବଶ୍ୟକତା ନାହିଁ । ସେ କେବଳ ଲେଖାପଢା ଜାଣିଥିଲେ ଯଥେଷ୍ଠ । କିନ୍ତୁ ସେ ଖୁବ୍ ପରିଶ୍ରମୀ ହୋଇଥିବ ।

ରୋଡଥାଗ୍ନଙ୍କ ନିକଟରେ ଅନେକ ଚାଷଜମି ରହିଛି । ଯାହାର ଦେଖାଶୁଣା କରିବାରେ ଝିଅ ତାଙ୍କର ସହାୟତା କରନ୍ତି । ସେ ତାଙ୍କ ଝିଅ ପାଇଁ ଏଭଳି ପୁଅ ଚାହୁଁଛନ୍ତି ଯିଏକି ଭବିଷ୍ୟତରେ ତାଙ୍କ କାମ ସମ୍ଭାଳିବ ।

ସୂଚନା ଯୋଗ୍ୟ ଯେ, ଭାରତ ଭଳି ଥାଇଲାଣ୍ଡରେ ମଧ୍ୟ କନ୍ୟାଘର ପକ୍ଷରୁ ଯୌତୁକ ଦେବାର ପ୍ରଥା ଅଛି । କିନ୍ତୁ ରୋଡଥାଗ୍ନ ନିଜ ପ୍ରଥାଠୁ ଭିନ୍ନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଥାନାରେ ପୋଲିସକୁ ଆକ୍ରମଣ ଘଟଣା,
ବିଜେଡି ନେତା ପ୍ରକାଶ ତ୍ରିପାଠି ଆତ୍ମସମର୍ପଣ

ଶେଷରେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ପୋଲିସ ଆକ୍ରମଣକାରୀ ବିଜେଡି ନେତା ପ୍ରକାଶ ତ୍ରିପାଠି।କମିସନରେଟ ପୋଲିସ ନିକଟରେ ଆତ୍ମସମର୍ପଣ ପରେ ଏବେ କଷ୍ଟଡିରେ ନେଇ ପୋଲିସ ପଚରାଉଚରା କରୁଛି। ଥାନାରେ ପୋଲିସକୁ ମରଣାନ୍ତକ ଆକ୍ରମଣ ଓ ଥାନାରେ ଭଙ୍ଗାକୁଜା ଘଟଣା ରେ ଏପର୍ଯନ୍ତ ଫେରାର ଥିଲେ ପ୍ରକାଶ ତ୍ରିପାଠି। ତେବେ ଆକ୍ରମଣ ପଛରେ ପ୍ରକାଶଂକ ସହ ଆଉ କିଏ କିଏ ଥିଲେ ସେ ନେଇ ପଚରାଉଚରା ଜାରି ରଖିଛି ପୋଲିସ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.