ETV Bharat / bharat

ରାମ୍ପରେ ଜଲୱା ଦେଖାଇଲେ ମହିଳା

ମହିଳା ମାନଙ୍କୁ ନେଇ ଆଲିଗଡରେ ଆୟୋଜିତ ହୋଇଥିବା ଏକ ରାମ୍ପ ଶୋରେ ଦେଖିବାକୁ ମିଳିଛି ମହିଳାଙ୍କ ଜଲୱା ।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : Nov 25, 2019, 2:56 AM IST

ଆଲିଗଡ: ଆଉ ଘରର ଚାରିକାନ୍ଥ ଭିତରେ ରହୁନାହାଁନ୍ତି ମହିଳା । ପାଠରେ ଯେମିତି ଅନ୍ୟ କାମରେ ବି ମହିଳା ମାନେ ଆଗକୁ ବଢିବାରେ ଲାଗିଛନ୍ତି । ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ସମାଜର ଆଗଧାଡିରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି । ତେବେ ମହିଳା ମାନଙ୍କୁ ନେଇ ଆଲିଗଡରେ ଆୟୋଜିତ ହୋଇଥିବା ଏକ ରାମ୍ପ ଶୋରେ ଦେଖିବାକୁ ମିଳିଛି ମହିଳାଙ୍କ ଜଲୱା ।

ଏହି ରାମ୍ପ ଶୋର ନାଁ ରଖାଯାଇଥିଲା 'ଆଦା' । ଆୟୋଜିତ ହୋଇଥିବା ଏହି ରାମ୍ପରେ ଚାଲି ନିଜ ନିଜ ଅନୁଭୂତି ବଖାଣିଥିଲେ ମହିଳା । ବିଶେଷ କରି ଏମାନେ ନିଜର ଶକ୍ତି ଓ ପରାକାଷ୍ଠା ଏହି ରାମ୍ପରେ ଦେଖାଇଥିଲେ । ବିଭିନ୍ନ ଲୁକରେ ନଜର ଆସିବା ସହ ଘରର ଚାରି କାନ୍ଥ ଭିତରେ ଆଉ ମହିଳା ମାନେ ନାହାଁନ୍ତି ବୋଲି ସେ କହିଛନ୍ତି ।

ତେବେ ଆୟୋଜକଙ୍କ କହିବା କଥା ହେଲା ଏହି ରାମ୍ପର ଆୟୋଜନ ଏକ ଭଲ ମେସେଜ ଦେବା ପାଇଁ । ଘରେ ରହି ନିଜର ପ୍ରତିଭାକୁ ଜଳାଞ୍ଜଳି ଦେଉଥିବା ମହିଳା ଆଜି ରାମ୍ପରେ ଚାଲି ଏହା ପ୍ରମାଣିତ କରିଛନ୍ତି କି ସେମାନେ ବି କମ ନୁହଁନ୍ତି ।

ମହିଳା ସଶକ୍ତିକରଣ ଓ ମହିଳା ଏକତା ଏଭଳି କାର୍ଯ୍ୟକ୍ରମ ଦ୍ବାରା ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି ସେ କହିଛନ୍ତି ।

Intro:Body:

ଆଲିଗଡ: ଆଉ ଘରର ଚାରିକାନ୍ଥ ଭିତରେ ରହୁନାହାଁନ୍ତି ମହିଳା । ପାଠରେ ଯେମିତି ଅନ୍ୟ କାମରେ ବି ମହିଳା ମାନେ ଆଗକୁ ବଢିବାରେ ଲାଗିଛନ୍ତି । ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ସମାଜର ଆଗଧାଡିରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି । ତେବେ ମହିଳା ମାନଙ୍କୁ ନେଇ ଆଲିଗଡ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.