ETV Bharat / bharat

ଫନି ପ୍ରଭାବ: ଉତ୍ତର-ପୂର୍ବ ରାଜ୍ୟର 79 ବିମାନ ଉଡାଣ ବାତିଲ - ଘୂର୍ଣ୍ଣିଝଡ ଫନି

ବାତ୍ୟା 'ଫନି' ପ୍ରଭାବରୁ ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଥିବା ବିମାନବନ୍ଦର ଗୁଡିକର 79ଟି ବିମାନ ଉଡାଣକୁ ବାତିଲ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 5, 2019, 1:08 AM IST

ଗୌହାଟୀ: ସାମୁଦ୍ରିକ ଝଡ 'ଫନି' ପ୍ରଭାବରୁ ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଥିବା ବିମାନବନ୍ଦର ଗୁଡିକର 79ଟି ବିମାନଉଡାଣକୁ ବାତିଲ କରାଯାଇଛି । 'ଫନି' ପ୍ରକୋପରୁ ଖରାପ ପାଗ ସୃଷ୍ଟି ହେବାରୁ ବିମାନ ଉଡାଣ ବାତିଲ କରାଯାଇଛି ।

ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରର 59ଟି ବିମାନ ବାତିଲ କରାଯାଇଥିବା ବେଳେ ମହାରାଜା ବୀରବିକ୍ରମ ମାନିକ୍ୟ ବିମାନବନ୍ଦରର 8ଟି ଓ ଇମ୍ଫାଲ ବିମାନବନ୍ଦରର 6ଟି ବିମାନ ବାତିଲ କରାଯାଇଥିବା ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଫିସିଆଲ୍ ମୋହନ କୁମାର କହିଛନ୍ତି ।

ଆସାମର ବହୁ ଅଞ୍ଚଳରେ 'ଫନି' ପ୍ରଭାବରୁ କ୍ରମାଗତ ଭାବରେ ବର୍ଷା ଜାରିରହିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.