ETV Bharat / bharat

ଚର୍ଚ୍ଚାରେ ଫକଡ ବାବା ! - ଫକଡ ବାବା

16ଥର ନିର୍ବାଚନରେ ହାରିଥିଲେ ମଧ୍ୟ କମିନି ଫକଡ ବାବାଙ୍କ ଉତ୍ସାହ । ସେ ଚଳିତ ଥର ମଧ୍ୟ 17 ଥର ପାଇଁ ନିଜ ଭାଗ୍ୟ ପରୀକ୍ଷା କରି 2019 ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି।

ଡିଜାଇନ ଫଟୋ
author img

By

Published : Mar 17, 2019, 2:32 PM IST

ମଥୁରା: ଫକଡ ବାବା ରାମାୟଣୀ, ମଥୁରାର ବେଶ ଚର୍ଚ୍ଚିତ ଚେହେରା । ତେବେ ବାବାଙ୍କ ଚର୍ଚ୍ଚା ପଛରେ ରହିଛି ତାଙ୍କ ରାଜନୈତିକ କ୍ୟାରିୟର । ଆଜି ପର୍ଯ୍ୟନ୍ତ 16ଥର ନିର୍ବାଚନରେ ଠିଆ ହୋଇଛନ୍ତି । ହେଲେ ପ୍ରତିଥର ସେ ହାରିଛନ୍ତି । ଆଉ ଏଥିରେ ସବୁଠୁ ବଡ କଥା ହେଲା, ଏତେଥର ନିର୍ବାଚନୀ ହାରିଥିଲେ ମଧ୍ୟ କମିନି ଫକଡ ବାବାଙ୍କ ଉତ୍ସାହ । ସେ ଚଳିତ ଥର ମଧ୍ୟ 17 ଥର ପାଇଁ ନିଜ ଭାଗ୍ୟ ପରୀକ୍ଷା କରି 2019 ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ପ୍ରଥମେ ସେ 1976 ମସିହାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ସ୍ୱାଧୀନ ରୂପରେ ମଥୁରାରେ ଠିଆ ହୋଇ ହାରିଥିଲେ । ଆଉ ଚଳିତ ଥର ମଧ୍ୟ ସେ ପୁଣିଥରେ ସେହି ମଥୁରାରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ସେ 8 ଥର ବିଧାନସଭା 8 ଥର ଲୋକସଭା ଆସନରେ ଲଢି ସାରିଛନ୍ତି ।

ବାବାଙ୍କ ଏହି ଜୋଶ ପଛରେ ତାଙ୍କ ଗୁରୁଙ୍କ ଅଗାଧ ବିଶ୍ୱାସ ରହିଛି । ତାଙ୍କ ଗୁରୁଙ୍କ କହିବା ଅନୁସାରେ, ସେ 20ଥରରେ ନିର୍ବାଚନ ବିଜୟୀ ହେବେ । ଆଉ ନିର୍ବାଚନ ପାଇଁ ଚଳିତଥର ଭକ୍ତ ଓ ସମର୍ଥକମାନେ ଟଙ୍କା ଦେଇଥିବା କହିଛନ୍ତି ଫକଡ ବାବା । ବର୍ତ୍ତମାନ ସୁଦ୍ଧା ନିର୍ବାଚନୀ ଖର୍ଚ୍ଚ ପାଇଁ 25 ହଜାର ଟଙ୍କା ଜମା ହୋଇସାରିଛି । ସେ ଚଳିତଥର ଲୋକସଭା ନିର୍ବାଚନ ଲଢିବେ ।

ଏଠାରେ ଆମେ କହି ରଖୁଛୁ କି, ଫକଡ ବାବାଙ୍କ ପରି ଥିଲେ ଜୋଗେନ୍ଦର ସିଂହ । ଯିଏ 1962ରୁ 1998 ମସିହା ପର୍ଯ୍ୟନ୍ତ 25ଥର ନିର୍ବାଚନ ଲଢି ହାରିଥିଲେ । ତେବେ ତାଙ୍କର 1198 ରେ ତାଙ୍କ ଦେହାନ୍ତ ହୋଇଯାଇଛି । ଏଥିରେ ସବୁଠୁ ବଡ କଥା ହେଲା, ଜୋଗେନ୍ଦର ସିଂହ ନିର୍ବାଚନ ହାରିବା ପରେ ମଧ୍ୟ ଲୋକଙ୍କୁ ମିଠା ଓ ମିଶ୍ରି ଖୁଆଇ ମୁହଁ ମିଠା କରାଉଥିଲେ ।

Intro:Body:

visualSolapur: The opposition has alleged Modi government for violating the Model Code of Conduct as a SBI ATM is advertising Prime Minister Narendra Modi's Jan Dhan and Mudra Yojana here.

With the announcement of 2019 Lok Sabha election dates, the Model Code of Conduct came into effect from Sunday in the country. But, even now the ATM screen's advertisement is carried with full effect.

The ATM is reportedly located in the heart of the city and it has a huge amount of daily visitors. The opposition has now questioned about the action that the government will be taking in this regards.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.