ETV Bharat / bharat

ବଢୁଛି ଭ୍ରମ; ଫେସବୁକ ଓ ଟ୍ବିଟରରେ ବ୍ୟାପୁଛି କୋରୋନା ଗୁଜବ - କୋରୋନା ଭାଇରସ ନ୍ୟୁଜ୍‌

ଗୋଟିଏ ପଟେ ସାରା ବିଶ୍ବ କୋରୋନା ଆତଙ୍କରେ କବଳିତ ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ବଢିବାରେ ଲାଗିଛି କୋରୋନା ସମ୍ପର୍କରେ ଅପପ୍ରଚାର । ସେ ଫେସବୁକରେ ମିମ୍ସ ହେଉ କି ଟ୍ବିଟରରେ କମିକ ଭିଡିଓ, ପ୍ରତିଟିରେ କୋରୋନ ସମ୍ପର୍କିତ ଖବରକୁ ଅତିରଞ୍ଜିତ କରି ପରସା ଯାଉଛି ।

Fake news, corona fake news, fake news on social media, corona virus news, କୋରୋନା ଗୁଜବ, ସୋସିଆଲ ମିଡିଆରେ ଗୁଜବ, କୋରୋନା ଭାଇରସ ନ୍ୟୁଜ୍‌, ଫେକ ନ୍ୟୁଜ୍‌
ବଢୁଛି ଭ୍ରମ, ଫେସବୁକ ଓ ଟ୍ବିଟରରେ ବ୍ୟାପୁଛି କୋରୋନା ଗୁଜବ
author img

By

Published : Mar 31, 2020, 11:37 PM IST

ହାଇଦ୍ରାବାଦ: ଗୋଟିଏ ପଟେ ସାରା ବିଶ୍ବ କୋରୋନା ଆତଙ୍କରେ କବଳିତ ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ବଢିବାରେ ଲାଗିଛି କୋରୋନା ସମ୍ପର୍କରେ ଅପପ୍ରଚାର । ସେ ଫେସବୁକରେ ମିମ୍ସ ହେଉ କି ଟ୍ବିଟରରେ କମିକ ଭିଡିଓ, ପ୍ରତିଟିରେ କୋରୋନ ସମ୍ପର୍କିତ ଖବରକୁ ଅତିରଞ୍ଜିତ କରି ପରସା ଯାଉଛି । ଯାହାକୁ ଲୋକେ ଖୁବ ପଢୁଥିବା ଓ ଏହି ଖବରକୁ ଆଖି ବୁଜି ବିଶ୍ବାସ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଯେଉଁମାନେ ଏହା କରୁଛନ୍ତି ବା ଯେଉଁମାନେ ଏହି ଖବର ଅପପ୍ରଚାର କରୁଛନ୍ତି ତାହା କେତେଦୂର ଠିକ୍‌ ?

ବର୍ତ୍ତମାନ ସମୟରେ ସୋସିଆଲ ଡିସ୍ଟାନ୍ସିଂକୁ ନେଇ ଲୋକେ ସତର୍କ ରହୁଥିବା ବେଳେ ଏହି ଦୂରତ୍ବକୁ କମାଇବାରେ ଏକ ମୁଖ୍ୟ ଭୂମିକା ବହନ କରୁଛି ସୋସିଆଲ ମିଡିଆ । ହେଲେ ଯେଉଁ ସୋସିଆଲ ମିଡିଆ ଉପରେ ଲୋକେ ଏତେ ନିର୍ଭର କରୁଛନ୍ତି ସେ କ’ଣ ବାସ୍ତବରେ ସଠିକ ଖବର ଦେଉଛି । ଏହା ପଛରେ କେତେ ସତ୍ୟତା ରହିଛି ? ଏହାର ଉତ୍ତର ନାଁ । ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଥିବା ଗୁଜବ ବା ଅପପ୍ରଚାର ପଛରେ ନା ଅଛି କୌଣସି ସତ୍ୟତା ନା ରହିଛି କୌଣସି ବିଶ୍ବସନୀୟ ତଥ୍ୟ । ଏହା ଯେ କେବଳ ମଜା ପାଇଁ ପ୍ରସ୍ତୁତ କରାଯାଉଛି ତାହା ଲୋକଙ୍କ ମାନିବାକୁ ହେବ ।

ନିକଟରେ ଓହିଓ ୟୁନିଭର୍ସିଟିର ପ୍ରଫେସରମାନେ ଏନେଇ କହିଛନ୍ତି କି ସୋସିଆଲ ମିଡିଆର ଅପପ୍ରଚାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ସହ ଲୋକଙ୍କୁ ଭୁଲ ତଥ୍ୟ ପରସୁଛି । ଯାହା ଆଗକୁ ଯାଇ ଭୟଙ୍କର ରୂପ ନେଇପାରେ । ଲୋକଙ୍କୁ ସୋସିଆଲ ମିଡିଆରୁ ତଥ୍ୟ ନେବା ଅପେକ୍ଷା କୌଣସି ବିଶ୍ବସନୀୟ ସୂତ୍ରରୁ ଖବର ଗ୍ରହଣ କରିବା ଦରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.