ETV Bharat / bharat

ଫେସବୁକରେ ବେଙ୍ଗାଲୁରୁ ସିଟି ପୋଲିସ ନାଁରେ ନକଲି ଆକାଉଣ୍ଟ ଖୋଲି ଯୁବକ ଗିରଫ - Fake Facebook account in the name of Bangalore city police: Accused arrest

କୋରୋନାରେ କାଳରେ ବୃଦ୍ଧି ପାଉଛି ସାଇବର କ୍ରାଇମ । ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି ତ କେଉଁଠି ନକଲି ଆକାଉଣ୍ଟ କରି ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି ଅନଲାଇନ ଠକ । ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ବେଙ୍ଗାଲୁରୁ ସିଟି ପୋଲିସ୍ ନାମରେ ଫେସବୁକୁରେ ଏକ ନକଲି ଆକାଉଣ୍ଟ ଖୋଲି ଜଣେ ଯୁବକ ଗିରଫ ହୋଇଛି ।

ଫେସବୁକରେ ବାଙ୍ଗାଲୁରୁ ସିଟି ପୋଲିସ ନାଁ ରେ ନକଲି ଆକାଉଣ୍ଟ ଖୋଲି ଯୁବକ ଗିରଫ

author img

By

Published : Aug 26, 2020, 6:59 PM IST

ବେଙ୍ଗାଲୁରୁ: କୋରୋନା କାଳରେ ବୃଦ୍ଧି ପାଉଛି ସାଇବର କ୍ରାଇମ । ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି ତ କେଉଁଠି ନକଲି ଆକାଉଣ୍ଟ କରି ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି ଅନଲାଇନ ଠକ । ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ବେଙ୍ଗାଲୁରୁ ସିଟି ପୋଲିସ୍ ନାମରେ ଫେସବୁକୁରେ ଏକ ନକଲି ଆକାଉଣ୍ଟ ଖୋଲି ଜଣେ ଯୁବକ ଗିରଫ ହୋଇଛି ।

ଗିରଫ ଯୁବକ ଜଣଙ୍କ 40 ବର୍ଷୀୟା ପଙ୍କଜ କୁମାର ବୋଲି ଜଣାପଡିଛି । ସିସିବି ୟୁନିଟର ସାଇବର କ୍ରାଇମ ପୋଲିସ ଯୁବକକୁ ଗିରଫ କରିଥିବା ନେଇ ଜଣାପଡିଛି ।

ଗିରଫ ଯୁବକ ଜଣଙ୍କ ମାଲେଶ୍ୱରମର ବାସିନ୍ଦା ଏବଂ ନଗର ପୋଲିସ ନାମରେ ଏକ ଜାଲ୍‌ ଆକାଉଣ୍ଟ ଖୋଲିଥିଲେ । ସାଇବର କ୍ରାଇମ ଷ୍ଟେସନରେ କାର୍ଯ୍ୟ କରୁଥିବା ଭୋଜା ରାଜ ନାମକ ଜଣେ ସବ-ଇନ୍ସପେକ୍ଟର ଏନେଇ ପ୍ରଥମେ ଅଭିଯୋଗ କରିଥିଲେ । ପରେ ଅତିରିକ୍ତ କମିଶନର ସନ୍ଦୀପ ପାଟିଲ ଏବଂ ଡିସିପିଙ୍କ ନେତୃତ୍ୱରେ ସିସିବି ଟିମ୍ ଅଭିଯୁକ୍ତକୁ ଗିରଫ କରିଛି ।

ସେ ବାଙ୍ଗାଲୋର ସିଟି ପୋଲିସ ସହ ଜଡିତ ପୋଷ୍ଟ କରୁଥିଲେ । ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.