କେତେ ରହିଛି ବଜେଟ ?
ଚନ୍ଦ୍ରଯାନ-2= 978କୋଟି ଟଙ୍କା
ମିଶନ ଖର୍ଚ୍ଚ= 603 କୋଟି ଟଙ୍କା
ଉତ୍କ୍ଷେପଣ ଖର୍ଚ୍ଚ= 375 କୋଟି ଟଙ୍କା
ଚନ୍ଦ୍ରଯାନ-1 Vs ଚନ୍ଦ୍ରଯାନ-2 :
ସଂକ୍ଷିପ୍ତରେ ଚନ୍ଦ୍ରଯାନ-1:
1999: ଇଣ୍ଡିଆନ ଏକାଡେମୀ ଅଫ ସାଇନ୍ସ ବୈଠକରେ ଚନ୍ଦ୍ର ଅଭିଯାନର ଯୋଜନା ପ୍ରସ୍ତୁତି
15 ଅଗଷ୍ଟ 2003: ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚନ୍ଦ୍ରଯାନ ଅଭିଯାନ ଘୋଷଣା
22 ଅକ୍ଟୋବର 2008: ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-1 ଉତ୍କ୍ଷେପଣ
8 ନଭେମ୍ବର 2008: ଚନ୍ଦ୍ର ସ୍ଥାନାନ୍ତରଣ ପ୍ରକ୍ଷେପକରେ ଚନ୍ଦ୍ରଯାନ-1ର ପ୍ରବେଶ
14 ନଭେମ୍ବର 2008: ଯାଞ୍ଚ ସମୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଯାନ ଦୁର୍ଘଟଣାଗ୍ରସ୍ତ
28 ଅଗଷ୍ଟ 2009: ଚନ୍ଦ୍ରଯାନ-1 ମିଶନର ସମାପ୍ତି
ସଂକ୍ଷିପ୍ତରେ ଚନ୍ଦ୍ରଯାନ-2:
2007: ଚନ୍ଦ୍ରଯାନ-2କୁ ନେଇ ଋଷିଆ ସହ ଇସ୍ରୋର ଚୁକ୍ତି ସ୍ବାକ୍ଷରିତ
2011: ଠିକ୍ ସମୟରେ ଲ୍ୟାଣ୍ଡର ଯୋଗାଇବାରେ ଋଷିଆର ପଛଘୁଞ୍ଚା
2013: ସ୍ବାଧୀନ ଭାବେ ଅଭିଯାନରେ ଆଗେଇବାରେ ଭାରତର ନିଷ୍ପତ୍ତି
22.07.2019: ଚନ୍ଦ୍ରଯାନ-2ର ଉତ୍କ୍ଷେପଣ
02.09.2019: ଅର୍ବିଟରରୁ ଅଲଗା ହେଲା ‘ବିକ୍ରମ’
07.09.2019: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ କରିବ ‘ବିକ୍ରମ’
ଚନ୍ଦ୍ରଯାନ-2ର ମୁଖ୍ୟ ଆକର୍ଷଣ:
ଏହା ଚନ୍ଦ୍ରଯାନ-1ର ଅନୁସରଣକାରୀ
ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ ପ୍ରଥମ ସ୍ପେଶ କ୍ରାଫ୍ଟ
ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ 4ର୍ଥ ଦେଶ
କେବଳ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-2
କାର୍ଯ୍ୟକାରୀ ଟିମ୍ରେ 30 ପ୍ରତିଶତ ମହିଳାଙ୍କ ଭାଗିଦାରୀ
ଦୁଇ ମହିଳାଙ୍କ ଅଧିନାୟକତ୍ବରେ ପ୍ରଥମ ଅନ୍ତର୍ଗ୍ରହ ଅଭିଯାନ
ପ୍ରକଳ୍ପ ନିର୍ଦ୍ଦେଶକ- ଏମ୍ ଭନିତା, ମିଶନ ନିର୍ଦ୍ଦେଶକ- ରିତୁ କରିଧାଲ
ରହିଛି ଅଶୋକ ଚକ୍ର ଚିତ୍ରିତ ଗୋଟିଏ ରୋଭର ହ୍ବିଲ
ସାଥୀରେ ତ୍ରିରଙ୍ଗା ଚିତ୍ରିତ ଲ୍ୟାଣ୍ଡର
ଆଗାମୀ ବର୍ଷେ ଯାଏଁ ଚାଲିବ ଏହି ଅର୍ବିଟର ମିଶନ
14 ଦିନ ଯାଏଁ ଚନ୍ଦ୍ରପୃଷ୍ଠର ପରିକ୍ରମା କରିବ ପ୍ରଜ୍ଞା ରୋଭର
ମିଶନ ଚନ୍ଦ୍ରଯାନ-2ର ମୂଳ ଲକ୍ଷ୍ୟ:
ସଫ୍ଟ ଲ୍ୟାଣ୍ଡିଂର ସଫଳ ଚିତ୍ରଣ
ଚନ୍ଦ୍ରପୃଷ୍ଠର ପ୍ରକୃତି ଓ ଆୟନୋସ୍ଫିୟରର ଅଧ୍ୟୟନ
ଚନ୍ଦ୍ରରେ ଖଣିଜ ଦ୍ରବ୍ୟର ସନ୍ଧାନ
ଚନ୍ଦ୍ରରେ ଜଳ କଣିକାର ସନ୍ଧାନ