ETV Bharat / bharat

ଜେଏନୟୁରେ କଂଗ୍ରେସର ସତ୍ୟ ଅନୁସନ୍ଧାନକାରୀ ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହୋଇଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ଦ୍ବାରା ଏକ ସତ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଅଧିକ ପଢନ୍ତୁ...

_fact finding team visit to JNU
ଜେଏନୟୁରେ କଂଗ୍ରେସର ସତ୍ୟ ଅନୁସନ୍ଧାନ ଦଳ
author img

By

Published : Jan 8, 2020, 1:34 PM IST

Updated : Jan 8, 2020, 3:12 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହୋଇଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ଦ୍ବାରା ଏକ ସତ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ସେମାନେ ଜେଏନୟୁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଏହି ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଆନ୍ଦୋଳନକୁ ନିୟନ୍ତ୍ରଣ କରିଛି।

ଆନ୍ଦୋଳନ କରୁଥିବା ଜେଏନୟୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ରିପୋର୍ଟ ଦଳୀୟ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବ କଂଗ୍ରେସର ସତ୍ୟ ଅନୁସନ୍ଧାନକାରୀ ଟିମ। ଏହାକୁ ନେଇ କଂଗ୍ରେସ ଦଳ ଛାତ୍ରଙ୍କ ପାଇଁ ଏକ ଟଙ୍କାର ନମ୍ବର ମଧ୍ୟ ଜାରି କରିଛି। ଅନ୍ୟପକ୍ଷେ କୌଣସି ଛାତ୍ରକୁ ବିନା ଆଇଡି କାର୍ଡରେ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

Intro:नई दिल्ली ।

जवाहरलाल नेहरू विश्वविद्यालय में रविवार को हुई हिंसा को लेकर कांग्रेस पार्टी द्वारा एक हाई लेवल फैक्ट फाइंडिंग कमेटी गठित की गई थी जो कि कुछ ही देर में जेएनयू पहुंच सकती है. वहीं इससे पहले दिल्ली पुलिस ने अंदर मोर्चा संभाल लिया है.

Body:बता दें कि रविवार को हुई जेएनयू में हुई हिंसा को लेकर कांग्रेस पार्टी द्वारा एक हाई लेवल फैक्ट फाइंडिंग कमेटी गठित की गई थी. जिसका डेलिगेशन जेएनयू में हुई मारपीट के दौरान घायल हुए छात्र-छात्राओं से मिलेगी और यह कमेटी कांग्रेस पार्टी के अध्यक्ष को अपनी रिपोर्ट सौंपेगी. इसको लेकर कांग्रेस पार्टी जेएनयू के छात्रों के लिए एक रुपए नंबर भी जारी किया है.

Conclusion:वहीं किसी भी छात्र को बिना आई कार्ड की जांच के प्रवेश नहीं दिया जा रहा है. लेकिन अब देखने वाली बात होगी जब कांग्रेस की हाई लेवल फैक्ट फाइंडिंग कमेटी जेएनयू पहुंचती है तो उसे कैंपस में प्रवेश करने दिया जाता है या नहीं. बता दें कि सुरक्षा के कारणों से पुलिस ने यातायात के लिए बाबा गैंगनाथ मार्ग को बंद कर दिया है.
Last Updated : Jan 8, 2020, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.