ETV Bharat / bharat

ବାଣ ଗୋଦାମରେ ନିଆଁ, 6 ମୃତ - labour

ବାଣ ଗୋଦାମରେ ଲାଗିଲା ନିଆଁ। ଘଟଣାସ୍ଥଳରେ 6 ଶ୍ରମିକ ମୃତ। ତାମିଲନାଡୁ ତିରୁଭାରରରେ ଘଟିଛି ଏହି ଦୁର୍ଘଟଣା। ଘଟଣାରେ ଶୋକ ପ୍ରକାଶ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Mar 28, 2019, 9:36 AM IST

ଚେନ୍ନାଇ: ତାମିଲନାଡୁ ତିରୁଭାରୁର ଜିଲ୍ଲାର ବାଣ ଗୋଦାମରେ ନିଆଁ ଲାଗି 6 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବୁଧବାର ବାଣଗୋଦାମରେ ଲାଗିଥିଲା ନିଆଁ।

ସଙ୍ଗେ ସଙ୍ଗେ ଖବର ପାଇ ଘଟଣାସ୍ଥଳରେ ଦମକଳବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗୋଦାମରେ ଫଶିରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏହି ବାଣ ଗୋଦାମଟି ମନ୍ଦିର ପୂଜା ଏବଂ ପର୍ବପର୍ବାଣୀ ପାଇଁ ଏହି ଗୋଦାମରେ ବାଣ ତିଆରି କରାଯାଏ। ତେବେ ଏହି ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ ଶୋକ ପ୍ରକାଶ କରିଛନ୍ତି ।

Intro:Body:

Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.

Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.

Mohanty is among the nine nominees announced by the BJD, which denied rickets to six of its sitting MPs, the sources said.

The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.