ETV Bharat / bharat

ହାଥରସ ଗଣଦୁର୍ଷ୍କମ ମାମଲା: ଫାଶୀଦଣ୍ଡ ଦାବି କଲେ ୟୁପି ମହିଳା ଆୟୋଗ ଅଧ୍ୟକ୍ଷା

author img

By

Published : Sep 30, 2020, 7:25 PM IST

ହାଥରସ ଗଣଦୁର୍ଷ୍କମ ମାମଲାରେ ଉତ୍ତରପ୍ରଦେଶ ମହିଳା ଆୟୋଗ ଅଧ୍ୟକ୍ଷା ଇଟିଭି ଭାରତକୁ ଏକ୍ସକ୍ଲୁସିଭ ସାକ୍ଷାତକାର କହିଛନ୍ତି ଦୋଷୀ ଫାଶି ଦଣ୍ଡ ଦିଆଯାଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ହାତରସ ଗଣଦୁର୍ଷ୍କମ ମାମଲା ତୁରନ୍ତ ନ୍ୟାୟ ଦାବି କଲେ ୟୁପି ମହିଳା ଆୟୋଗ ଅଧ୍ୟକ୍ଷା

ଲକ୍ଷ୍ନୌ: ସାରା ଦେଶକୁ ପ୍ରକମ୍ପିତ କରିଛି ହାଥରସ ଗଣଦୁର୍ଷ୍କମ ଘଟଣା । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମହିଳା ଆୟୋଗ ଅଧ୍ୟକ୍ଷ ବିମଲା ବାଥମ ଇଟିଭି ଭାରତକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ କହିଛନ୍ତି ଦୋଷୀକୁ ଫାଶୀଦଣ୍ଡ ଦିଆଯାଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ।

ଉତ୍ତରପ୍ରଦେଶର ହାଥରସର ହୋଇଥିବା ଏହି ବର୍ବର ଘଟଣାକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ଦୋଷୀଙ୍କୁ ଫାଶୀ ଦିଆଯାଉ । ଯେ ଭଳିକୁ ଆଗାମୀ ଦିନରେ ଆଉ କେହି ଏହି ଭଳି ନୃଶଂସ କାର୍ଯ୍ୟ କରିବାକୁ ସାହାସ କରିପାରିବେ ନାହିଁ । ମହିଳା ଆୟୋଗର ଅଧ୍ୟକ୍ଷ କହିଛନ୍ତି ଯେ ଶୀଘ୍ର ନ୍ୟାୟ ଦିଆଯାଉ। ଏଥି ସହିତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ।

ଏହି ଘଟଣାରେ ଯେଉଁ ଭଳି ଭାବରେ ଘଟିଛି ତାହା ଭାବିଲେ ଲୋମଟାଙ୍କୁରୀ ଉଠୁଛି । ଦୋଷୀ ମାନେ ଏ ଭଳି ଅମାନୁଷିକ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଟିକିଏ ଦୟା ମଧ୍ୟ ଆସିନାହିଁ ବୋଲି କହିଛନ୍ତି । ଏହି ଘଟଣା ମାନବିକତାର ସମସ୍ତ ସୀମା ଉଲ୍ଲଘଂନ କରିଛି । ନିର୍ଭୟା ମାମଲାଠୁ ମଧ୍ୟ ଅତି ଭୟାନକ ହୋଇଛି ।

ଏହା ସହ ଏହି ଘଟଣାକୁ ନେଇ ରାଜନୀତି ନ କରିବା ଉଚିତ । ରାଜନୈତିକ ଦଳ ଗୁଡିକ ଏହି ଭଳି ମାମଲା ନେଇ ରାଜନୈତିକ ସ୍ବାର୍ଥ ହାସଲ କରିବା ଆଦୌ ଉଚିତ ନୁହେଁ । ଏହ ଭଳି ଦୁଃଖ ସମୟରେ ପୀଡିତାଙ୍କ ପରିବାର ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଆବଶ୍ୟକତା ରହିଛି । ଲୋକଙ୍କ ମୃତ୍ୟୁରୁ ନେଇ ରାଜନୀତି ନ କରିବା ଉଚିତ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.