ETV Bharat / bharat

ବିଜେପି ସାଂସଦ ପ୍ରାର୍ଥୀ ଜୟାପ୍ରଦାଙ୍କ ସ୍ବତନ୍ତ୍ର ସାକ୍ଷାତକାର... - ବିଜେପି ପ୍ରାର୍ଥୀ ଭାରତ ଭୂଷଣ ଗୁପ୍ତା

ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ହେବାକୁ ଥିବା ଆଗାମୀ ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଜୟାପ୍ରଦା।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 19, 2019, 12:01 PM IST

ମୁମ୍ବାଇ: ବର୍ତ୍ତମାନ ପୁଣି ଦେଶରେ ଦେଶରେ ଚାଲିଛି ନିର୍ବାଚନୀ ଋତୁ। ମହାରାଷ୍ଟ୍ର ଏବଂ ହରିୟାଣା ସମେତ 17ଟି ରାଜ୍ୟର 64ଟି ବିଧାନସଭା ଆସନରେ ହେବାକୁ ଯାଉଛି ନିର୍ବାଚନ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନରାତି ଚେଷ୍ଟା ଚଳାଇଛନ୍ତି ବିଭିନ୍ନ ଦଳର ନେତା। ଏହିକ୍ରମରେ ଉତ୍ତର ପ୍ରଦେଶର ରାମପୁର ସଦର ବିଧାନସଭା ଆସନରେ ହେବାକୁ ଯାଉଛି ଉପନିର୍ବାଚନ।

ରାମପୁର ଲୋକସଭା ଆସନରୁ ସାଂସଦ ଥିବା ସମାଜବାଦ ପାର୍ଟି(ଏସପି) ନେତା ଆଜମ ଖାନଙ୍କ ପତ୍ନୀ ତଞ୍ଜୀମ ଫାତମା ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଳଢୁଛନ୍ତି। ତାଙ୍କର କଟ୍ଟର ବିରୋଧୀ ଭାବେ ଜଣାଶୁଣା ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ଜୟାପ୍ରଦା ନିଜ ଦଳର ପ୍ରାର୍ଥୀ ଭାରତ ଭୂଷଣ ଗୁପ୍ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏ ଅବସରରେ ପ୍ରସଙ୍ଗରେ ଇଟିଭ ଭାରତକୁ ଜୟାପ୍ରଦା ଦେଇଛନ୍ତି ଏକ ସ୍ବତନ୍ତ୍ର ସାକ୍ଷାତକାର।

ପୂର୍ବରୁ ତାଙ୍କୁ ଯେତେ ଭଲ ପାଇବା ମିଳୁଥିଲା, ତା’ଠାରୁ ଏବେ ଅଧିକ ମିଳୁଛି। ଆଉ ଲୋକଙ୍କ ମଧ୍ୟରେ ଏହା ଅନୁଭବ ହେଉଛି ଯେ, ସେ ତାଙ୍କୁ କାହିଁକି ନିର୍ବାଚିତ କରିପାରିଲେ ନାହିଁ। ଚଳିତ ଲୋକସଭା ନିର୍ବାଚନରେ ସେ ରାମପୁରରୁ ହାରିବାର ଅନେକ କାରଣ ରହିଛି। ସେ 5 ବର୍ଷ ମଧ୍ୟରେ ରାମପୁର କାହିଁକି ଆସିନଥିଲେ ଏହା ମୁଖ୍ୟ କାରଣ ଥିଲା ତାଙ୍କ ହାରିବାର।

ସେ ରାମପୁରବାସୀଙ୍କ ପାଇଁ ଭଲ କାମ ମଧ୍ୟ କରି ପାରିନାହାଁନ୍ତି। ସମସ୍ତଙ୍କୁ ଜଣାଅଛି ସମଗ୍ର ଦେଶରେ ପିଏମ ମୋଦିଙ୍କ ବିଜୟ ହୋଇଥିଲା ପଶ୍ଚିମ ଉତ୍ତର ପ୍ରଦେଶରେ ଆମକୁ ଯେତିକି ସଫଳତା ମିଳିବା କଥା ତାହା ମିଳିନଥିବା କହିଛନ୍ତି ସେ। ଏହାସହ ସେ ମୁସଲିମ ସମ୍ପ୍ରଦାୟର ଭୋଟ, ଅଖିଳେଶ ଯାଦବ ଓ ମାୟାବତୀଙ୍କ ମେଣ୍ଟ ଏବଂ କଂଗ୍ରେସ ନିର୍ବାଚନୀ ରଣନୀତି ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ,ବ୍ୟୁରୋ

Intro:Exclusive

स्लग पूर्व सांसद जयाप्रदा से ख़ास मुद्दों पर ख़ास मुलाक़ात

एंकर उपचुनाव का माहौल है और हर राजनीतिक पार्टी अपने अपने प्रत्याशी को जीत दिलाने के लिए दिन-रात जी तोड़ मेहनत कर रही है हालांकि इस उपचुनाव से किसी की हार या जीत से कोई भी सरकार गिरने या बनने वाली नहीं है लेकिन रामपुर का उपचुनाव इस बार का काफी दिलचस्प है जहां एक और सपा सांसद आजम खान की पत्नी प्रत्याशी हैं वही दोसरी और विपक्षी पार्टियों के प्रत्याशी भी मैदान में जी तोड़ मेहनत कर रहे हैं आजम खान अपने ऐतिहासिक किले को बचाने के लिए जी तोड़ मेहनत में लगे हैं और अपनी पत्नी तंजीम फातमा के लिए लोगों से वोट मांग रहे हैं और यहां तक के मंच पर वे रो भी रहे हैं वहीं दूसरी ओर आजम खान की कट्टर विरोधी पूर्व सांसद जयाप्रदा दी पिछले कई दिनों से रामपुर में जमी हुई है और भाजपा प्रत्याशी भारत भूषण गुप्ता के लिए जगह-जगह जनसभाएं नुक्कड़ सभाएं कर लोगों से वोट मांग रहे हैं जयप्रदा से हमने कुछ खास मुद्दों पर खास मुलाकात की आइए आपको बताते हैं किन मुद्दों पर जयप्रदा से चर्चा हुई

Body:वियो हमने पूर्व सांसद जयप्रदा से पूछा के इस उपचुनाव में जनता का क्या रुझान है और किस तरह का उनको प्यार मिल रहा है,,,, इस पर जयाप्रदा ने कहा पहले जितना करते थे उससे ज्यादा ही प्यार मिल रहा है,,,, लोगों के मन में यह फीलिंग भी है कि हम जयाप्रदा को चुनाव नहीं जीता पाए ,,,,और मेरे हारने का भी कई वजह है,,, मैं 5 साल रामपुर में क्यों नहीं आई ,,,,में यहां काम नहीं कर पाई इसका वजह भी है,,,, यह सबको मालूम है ,,,,सारे देश में मोदी जी और अमित शाह जी का जीत हुआ है लेकिन सिर्फ वेस्टर्न यूपी में हमें जितना सफलता मिलना चाहिए था वह नहीं मिल पाया,,,, वजह मुस्लिम समुदाय का वोट कैलकुलेशन के हिसाब से हमें जितना मिलना चाहिए था उतना नहीं मिल पाया,,, 17 दिन में अखिलेश और मायावती का ऐसा गठबंधन हुआ और कांग्रेस ने भी जानबूझकर क्षेत्र में डमी कैंडिडेट उतारा,,,, मायावती जी का जो एससी वोट है उसके बारे में उन्होंने ये अफवा उड़ाया कि आने वाले दिनों में मायावती प्रधानमंत्री बनेगी ,,,,हम मायावती से भी लड़ रहे,,, अखिलेश से भी लड़ रहे है,,, और कांग्रेस से भी लड़ रहे हैं,,,,

हमने जयाप्रदा जी से सवाल किया कि 5 महीने पहले आपने लोकसभा चुनाव लड़ा था और अब उपचुनाव में तो इस बार पहले के मुकाबले में कोई जनता में आपने बदलाव देखा,,,, इस पर जयाप्रदा ने कहा 5 महीने पहले जो आज़म साहब का ताकत जो गरिमा था 5 महीने बाद में बहुत पलटा हुआ है ,,,उन पर कई कैसेस है और जनता को मालूम चल गया उनके बारे में ,, आजम साहब कहते थे उनके दामन पर कोई दाग नहीं है लेकिन उनके दामन पर कितने दाग हैं आज जनता गिन सकती है यूनिवर्सिटी के नाम पर उन्होंने गरीबों की कितनी जमीन पर जा कर ली है

Conclusion:वन टू वन जयाप्रदा
Reporter Azam khan
8218676978,,8791987181
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.