ETV Bharat / bharat

87 ବର୍ଷରେ ପାଦ ଦେଲେ ମନମୋହନ ସିଂହ - ମନମୋହନ ସିଂହଙ୍କ ଜନ୍ମ ଦିନ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂହଙ୍କ 87 ତମ ଜନ୍ମ ଦିବସ । ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଅଛନ୍ତି।

ଡିଜାଇନ ଫଟୋ
author img

By

Published : Sep 26, 2019, 8:43 AM IST

ହାଇଦ୍ରାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ 87 ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କର ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି।

26 ଡିସେମ୍ବର 1932ରେ ଅଖଣ୍ଡ ଭାରତ ବର୍ଷର ପଞ୍ଜାବ ପ୍ରଦେଶରେ ମନମୋହନ ସିଂହଙ୍କ ଜନ୍ମ ହୋଇଥିଲା । 22 ମେ 2004ରୁ 26 ମେ 2014 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ସେ। ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଅଛନ୍ତି ।

ମନମୋହନ ସିଂହ 1991 ମସିହାରେ ଆସାମରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ 1995, 2001, 2007 ଏବଂ 2013ରେ ରାଜ୍ୟସଭା ପହଞ୍ଚିଥିଲେ । 1991ରୁ 1996 ପର୍ଯ୍ୟନ୍ତ ସେତେବେଳର କେନ୍ଦ୍ର ସରକାରଙ୍କ ଅଧିନରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଏହି ସମୟକୁ ଭାରତର ଆର୍ଥିକ ଇତିହାସରେ ଏକ ନିର୍ଣ୍ଣାୟକ ସମୟ ଭାବେ ସ୍ମରଣ କରାଯାଇପାରେ । ଆର୍ଥିକ କ୍ଷେତ୍ରରେ ସୁଧାର ପାଇଁ ତାଙ୍କର ଭୂମିକା ପ୍ରଶଂସନୀୟ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.