ETV Bharat / bharat

ହୋଟେଲ ରୁମରୁ ମିଳିଲା ଇଭିଏମ ଓ ଭିଭିପାଟ

ଷ୍ଟ୍ରଙ୍ଗରୁମରେ ନୁହେଁ, ହୋଟେଲରୁ ମିଳିଲା ଇଭିଏମ ଓ ଭିଭିପାଟ । ଯାହାକୁ ନେଇ ଉଠିଛି ପ୍ରଶ୍ନ ।

author img

By

Published : May 7, 2019, 12:26 PM IST

ଫଟୋ ସୌଜନ୍ୟ: ଏଏନଆଇ

ପାଟନା: ହୋଟେଲରୁ ମିଳିଲା ଇଭିଏମ ଓ ଭିଭିପାଟ । ବିହାର ମୁଜାଫରପୁରର ଏକ ହୋଟଲେରୁ କିଛି ଇଭିଏମ ଓ ଭିଭିପାଟ ମିଳିଛି । ତେବେ ଏନେଇ ସଫେଇ ଦେଇଛନ୍ତି ଜିଲ୍ଲାପାଳ ।

ଷ୍ଟ୍ରଙ୍ଗରୁମରେ ନୁହେଁ, ହୋଟେଲ ଭିତରେ ଇଭିଏମ ଓ ଭିଭିପାଟ । ଯାହାକୁ ନେଇ ଉଠିଛି ପ୍ରଶ୍ନ । ହେଲେ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି ମୁଜାଫରପୁର ଜିଲ୍ଲାପାଳ ଆଲୋକ ରଞ୍ଜନ ଘୋଷ। ସେ କହିଛନ୍ତି, ତ୍ରୁଟିଥିବା ଇଭିଏମ ସ୍ଥାନରେ ବ୍ୟବହାର କରିବା ପାଇଁ ତାଙ୍କୁ କିଛି ମେସିନ ଦିଆଯାଇଥିଲା । ତେବେ ରିପ୍ଲେସ ପରେ ମଧ୍ୟ ଆଉ କିଛି ଇଭିଏମ ବଳିଥିଲା । ଯାହାକି ପ୍ରଥମେ ତାଙ୍କ କାର ଏବଂ ପରେ ହୋଟେଲରେ ରହିଯାଇଥିଲା ବୋଲି କହିଛନ୍ତି ଜିଲ୍ଲାପାଳ ।

Intro:Body:

df

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.