ଦେଖନ୍ତୁ ଆଜି ଦିନର ବଡଖବର-
- 1.ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ।
- 2. ଆଜି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା l
- 3. ଆଜିଠୁ ଉପ- ନିର୍ବାଚନ ପାଇଁ 3 ଦଳର ପ୍ରଚାର l
- 4. ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ l
- 5. ଆଜି ପୁଣି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ l
- 6. ଆଜି ବାଲାସାହେବ ବିକାଶ ପାଟିଲ ଗ୍ରାମୀଣ ଶିକ୍ଷା ସମାଜର ପରିବର୍ତ୍ତନ ଯୋଜନାର ଶୁଭାରମ୍ଭ l
- 7. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚ ସ୍ତରୀୟ କୋରୋନା ସମୀକ୍ଷା l
- 8. ଆଜି ଦେଶର ବୃହତ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ l
- 9. ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ l 3 ସେନା ମୁଖ୍ୟ, CDS ଓ NSA ରହିବେ ଉପସ୍ଥିତ l
- 10. ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ।