ETV Bharat / bharat

ଜେଏନୟୁ କୁଳପତିଙ୍କ ସହ ଇଟିଭିର ସ୍ବତନ୍ତ୍ର ସାକ୍ଷାତକାର

author img

By

Published : Jan 14, 2020, 5:08 PM IST

ବିବାଦରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) । ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଇଟିଭି ପ୍ରତିନିଧିଙ୍କ ସ୍ବତନ୍ତ୍ର ସାକ୍ଷାତକାର ।

interview of JNU VC Prof M Jagdish Kumar
ଜେଏନୟୁ କୁଳପତିଙ୍କ ସହ ଇଟିଭିର ସ୍ବତନ୍ତ୍ର ସାକ୍ଷାତକାର

ନୂଆଦିଲ୍ଲୀ: ଦେଶର ସବୁଠୁ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) । ସର୍ବଦା ବିବାଦରେ ରହୁଥିବା ଜେଏନୟୁ ଏବେ ଅଶାନ୍ତ ହୋଇପଡିଛି । କେତେବେଳେ ବର୍ଦ୍ଧିତ ହଷ୍ଟେଲ 'ଫି' ତ କେତେବେଳେ ସିଏଏ (ନାଗରିକତା ସଂଶୋଧନ ଆଇନ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଗତ କିଛି ଦିନ ତଳେ କ୍ୟାମ୍ପସ ଭିତରେ ହୋଇଥିବା ହିଂସାତ୍ମକ ଆକ୍ରମଣକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଆମ ଇଟିଭି ପ୍ରତିନିଧି ଜେଏନୟୁ କୁଳପତ ପ୍ରଫେସର.ଏମ ଜଗଦୀଶ କୁମାରଙ୍କ ସହ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.