ETV Bharat / bharat

ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ ଲୋକସଭାରେ ପାରିତ - ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ

ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପାଇସାରିଥିବା ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ ଲୋକସଭାରେ ପାରିତ ହୋଇଛି । ଚାଷୀମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ ଫସଲକୁ ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତି ବା ସଂସ୍ଥାକୁ ବିକ୍ରି କରିପାରିବେ । ଅଧିକ ପଢନ୍ତୁ...

ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ ଲୋକସଭାରେ ପାରିତ

author img

By

Published : Sep 15, 2020, 10:56 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ସଂସଦରେ ଜାରି ରହିଛି ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ପାରିତ ହୋଇସାରିଲାଣି । ଏହି କ୍ରମରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପାଇସାରିଥିବା ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ ଲୋକସଭାରେ ପାରିତ ହୋଇଛି ।

ଉତ୍ପାଦିତ ଫସଲ ବିକ୍ରି ଏବଂ ସେ ବାବଦରେ ଅଗ୍ରୀମ ବୁଝାମଣା ସମ୍ପର୍କିତ ଦୁଇଟି ଅଧ୍ୟାଦେଶ ଜାରି କରିବା ସକାଶେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ୍‌ ଅନୁମୋଦନ କରିଥିଲେ । ଏହି ବିଲ ପାରିତ ହେବା ଫଳରେ ଚାଷୀମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ ଫସଲକୁ ଦେଶର ଯେ କୌଣସି ସ୍ଥାନରେ, ଯେ କୌଣସି ବ୍ୟକ୍ତି ବା ସଂସ୍ଥାକୁ ବିକ୍ରି କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.