ETV Bharat / bharat

ଦିଲ୍ଲୀରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର - ନୂଆଦିଲ୍ଲୀ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

ସାରା ଦେଶରେ ମହାମାରୀ କୋରୋନାକୁ ନେଇ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଦିଲ୍ଲୀ ପୋଲିସ ଏନକାଉଣ୍ଟର କରିଛି ।

encounter-with-two-notorious-criminals-in-narela-delhi
ଦିଲ୍ଲୀର ନରେଲାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର
author img

By

Published : Apr 10, 2020, 2:44 PM IST

ନୂଆଦିଲ୍ଲୀ: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର । ସାରା ଦେଶରେ ମହାମାରୀ କୋରୋନାକୁ ନେଇ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦୁଇ ଅପରାଧୀକୁ ଦିଲ୍ଲୀ ପୋଲିସ ଏନକାଉଣ୍ଟର କରିଛି ।

ଗୁରୁବାର ରାତିରେ ଦେଶର ରାଜଧାନୀରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଦିଲ୍ଲୀ ପୋଲିସ ଏନକାଉଣ୍ଟର କରିଛି । ଦିଲ୍ଲୀର ନରେଲାରେ ବିଭିନ୍ନ ଅପରାଧ ହତ୍ୟା ଚୋରୀ ମାମଲାରେ ଜଡିତ ଦୁଇ ଅପରାଧୀଙ୍କୁ ଦିଲ୍ଲୀ ପୋଲିର ଏକ ଟିମ ଦିଲ୍ଲୀର ନରେଲା ଅଞ୍ଚଳରେ ଏନକାଉଣ୍ଟର କରିଛି । ଏନକାଉଣ୍ଟର ସମୟରେ ଅପରାଧୀ ଅଜିତର ଗୋଡରେ ଗୁଳି ବାଜିଛି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ହେଲେ ପଙ୍କଜ ଡାବ୍ବାସ ଓ ଅଜିତ ମୋଟା ସେମାନେ ଦୁଇଟି ଜଘନ୍ୟ ହତ୍ୟାକାଣ୍ଡ ଓ ବିଭିନ୍ନ ଚୋରୀ, ଡକାୟତ ମାମଲାରେ ସଂପୃକ୍ତ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.