ଶ୍ରୀନଗର: ସୀମାରେ ଏନକାଉଣ୍ଟର ଆରମ୍ଭ । ଜାମ୍ମୁ କାଶ୍ମୀର ଚାଦୋରା ଅଞ୍ଚଳର ବୁଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଚାଲିଛି ଏହି ଗୁଳିବିନିମୟ।
ଜମ୍ମୁ-କଶ୍ମୀର ପୋଲିସ ଟ୍ବିଟ କରି କହିଛନ୍ତି, "ବୁଡଗାମର ଚାଦୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ନିୟୋଜିତ ଅଛନ୍ତି। ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି । ’’
ଅକ୍ଟୋବର 14 ରେ, ସୋପିଆନ୍ ଜିଲ୍ଲାର ଚାକୁରା ଅଞ୍ଚଳରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ।