ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 2 ହିଜବୁଲ ଆତଙ୍କୀ

author img

By

Published : Nov 26, 2019, 11:28 AM IST

ପୁଣି ଜଣେ ଆତଙ୍କୀ ନିପାତ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ହିଜବୁଲ ମୁଜ୍ଜାହିଦ୍ଦିନର ଆତଙ୍କବାଦୀ ।

two militant killed
ଟଳିଲେ 2 ହିଜବୁଲ ଆତଙ୍କୀ

ଶ୍ରୀନଗର: ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ପୁଣି ଜଣେ ଆତଙ୍କୀ । ବର୍ତ୍ତମାନ ସୁଦ୍ଧା 2ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନେ ହିଜବୁଲ ମୁଜ୍ଜାହିଦ୍ଦିନର ଇରଫାନ ଶେଖ୍‌ ଓ ଇରଫାନ ଅହମ୍ମଦ ବୋଲି ଜଣାପଡିଥିବାବେଳେ ତାଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।ଗତକାଲି ଭାରତୀୟ ସେନାଙ୍କ ରାଷ୍ଟ୍ରୀୟ ରାଇଫଲ, ସିଆରପିଏଫ ଓ ଜମ୍ମୁ-କାଶ୍ମୀରର ପୋଲିସର ଜଏଣ୍ଟ ପାଟ୍ରୋଲିଂ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯାହାର କଡା ଜବାବ ଦେଇଥିଲେ ଭାରତୀୟ ଯବାନ ।

ଗତ 2017ରୁ ଏହି ଆତଙ୍କୀ ସଙ୍ଗଠନ ସହ ଜଡିତ ଥିଲା ଇରଫାନ ଅହମ୍ମଦ । ସେହିପରି 2016ରୁ ଏହି ସଙ୍ଗଠନ ପାଇଁ କାମ କରୁଥିଲା ଇରଫାନ ଶେଖ । ତେବେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

Intro:Body:

jk_srinager_dsng_encounter two militant killed last night new visuals

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.