ETV Bharat / bharat

ସୋପିଆନରେ ଏନକାଉଣ୍ଟର ଜାରି, ତିନି ଆତଙ୍କୀ ନିହତ

author img

By

Published : Jun 10, 2020, 7:17 AM IST

Updated : Jun 10, 2020, 9:52 AM IST

ସୋପିଆନରେ ଏନକାଉଣ୍ଟର ଜାରି । ତିନି ଆତଙ୍କୀ ନିହତ । ସୋପିଆନ ଜିଲ୍ଲାର ସୁଗୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ ।

Encounter
ସୋପିଆନରେ ଏନକାଉଣ୍ଟର ଜାରି, ଟାର୍ଗେଟରେ ଆତଙ୍କବାଦୀ

ଶ୍ରୀନଗର: ଘାଟିରେ ଫୁଟୁଛି ଗୁଳି । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ । ସକାଳୁ ସକାଳୁ ସୀମାରେ ଆରମ୍ଭ ହୋଇଛି ଏନକାଉଣ୍ଟର । ଟାର୍ଗେଟରେ ରହିଛନ୍ତି ଆତଙ୍କବାଦୀ । ଦକ୍ଷିଣ କାଶ୍ମୀର ସୋପିଆନ ଜିଲ୍ଲାର ସୁଗୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ ।

ସୋପିଆନରେ ଏନକାଉଣ୍ଟର ଜାରି, ତିନି ଆତଙ୍କୀ ନିହତ

ସୂଚନାଥାଉକି, ଗତ କିଛିଦିନ ହେବ ସୁରକ୍ଷାକର୍ମୀଙ୍କ ଗୁଳିରେ ଅନେକ ଆତଙ୍କବାଦୀ ସୋପିଆନ ଜିଲ୍ଲାରୁ ନିହତ ହୋଇଛନ୍ତି । ଗତ ସୋମବାର ଦିନ ସୋପିଆନର ପିଞ୍ଜୋରୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ 4 ଆତଙ୍କୀ ନିହତ ହୋଇଥିଲେ ।

Last Updated : Jun 10, 2020, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.