ETV Bharat / bharat

ବିଜବେହାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି

ଦକ୍ଷୀଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

author img

By

Published : Apr 25, 2019, 6:20 AM IST

ଫାଇଲ ଫଟୋ

ଶ୍ରୀନଗର: ଦକ୍ଷୀଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଜିଲ୍ଲାର ବିଜବେହାରା ସ୍ଥିତ ବାଗେନ୍ଦର ମହଲାରେ ବୁଧବାର ମଧ୍ୟରାତ୍ରିରୁ ଏହି ଗୁଳିବିନିମୟ ଜାରି ରହିଛି । 2 ରୁ 3 ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିଲା ।

ଶେଷ ଖବର ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ରହିନାହିଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.