ରାଏପୁର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବିଜାପୁରରେ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ଗୁଳିରେ ନିହତ ହୋଇଛି ଜଣେ ମୋଷ୍ଟ ୱାଣ୍ଟେଡ ନକ୍ସଲ । ଛତିଶଗଡର ଦନ୍ତେୱାଡାଠାରେ ନକ୍ସଲ ଏବଂ ପୋସିଲକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୋଲିସକୁ ଏହି ସଫଳତା ମିଳିଛି ।
-
Bijapur*: Body of a Naxal, identified as Shankar alias Kamlu, has been recovered following an exchange of fire b/w Dantewada police & Naxals in Mirtur police station area today. He was carrying a reward of Rs 5 lakh on his head; a 9 mm pistol has also been recovered.#Chhattisgarh https://t.co/sjw7zwhEL4
— ANI (@ANI) April 23, 2019 " class="align-text-top noRightClick twitterSection" data="
">Bijapur*: Body of a Naxal, identified as Shankar alias Kamlu, has been recovered following an exchange of fire b/w Dantewada police & Naxals in Mirtur police station area today. He was carrying a reward of Rs 5 lakh on his head; a 9 mm pistol has also been recovered.#Chhattisgarh https://t.co/sjw7zwhEL4
— ANI (@ANI) April 23, 2019Bijapur*: Body of a Naxal, identified as Shankar alias Kamlu, has been recovered following an exchange of fire b/w Dantewada police & Naxals in Mirtur police station area today. He was carrying a reward of Rs 5 lakh on his head; a 9 mm pistol has also been recovered.#Chhattisgarh https://t.co/sjw7zwhEL4
— ANI (@ANI) April 23, 2019
ଘଟଣା ସ୍ଥଳରେ ଏକ 9 ଏମଏମ ପିସ୍ତଲ ଜବତ ହୋଇଛି । ତେବେ ମୃତ ନକ୍ସଲ ଜଣକ ଶଙ୍କର ଅଲିଆସ କମଲୁ ବୋଲି ଜଣା ପଡିଛି । ତା ମୁଣ୍ଡ ଉପରେ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି ।