ETV Bharat / bharat

ୱାୟନାଡରେ ପୋଲିସ-ମାଓ ମୁହାଁମୁହିଁ, ଜଣେ ନିହତ

author img

By

Published : Nov 3, 2020, 1:06 PM IST

ଆଜି(ମଙ୍ଗଳବାର) ସକାଳେ ୱାୟନାଡରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି, ଫଳରେ ଜଣେ ମାଓବାଦୀର ଏନକାଉଣ୍ଟରେ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

ୱାଇନାଡାରେ ପୋଲିସ-ମାଓ ମୁହାଁମୁହିଁ
ୱାଇନାଡାରେ ପୋଲିସ-ମାଓ ମୁହାଁମୁହିଁ

ଥିରୁଅନନ୍ତପୁରମ୍: ଆଜି(ମଙ୍ଗଳବାର) ସକାଳେ ୱାୟନାଡରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି, ଫଳରେ ଜଣେ ମାଓବାଦୀର ଏନକାଉଣ୍ଟରେ ମୃତ୍ୟୁ ଘଟିଛି।

ମାଓବାଦୀଙ୍କ ସହ ମୁକାବିଲା କରିବା ପାଇଁ ଥଣ୍ଡରବୋଲ୍ଟ କମାଣ୍ଡୋଙ୍କ ଏକ ପାଟ୍ରୋଲିଂ ଟିମ୍ ବନାସୁରା ସାଗର ଡ୍ୟାମର କ୍ୟାଚମେଣ୍ଟ ଅଞ୍ଚଳରେ ପହଞ୍ଚିଥିଲା ଓ ସେଠାରେ ଗୁଳି ବିନିମୟ ହୋଇଥିଲା।

ହାଇ ରେଞ୍ଜ ଜିଲ୍ଲା ଗୁଡିକରେ ସର୍ବଦା ମାଓବାଦୀଙ୍କ ଉପସ୍ଥିତି ରହିଆସିଛି ଏବଂ ସେଠାକାର ଜଙ୍ଗଲରେ କାର୍ଯ୍ୟ କରୁଥିବା ସିପିଆଇ (ମାଓବାଦୀ)ଙ୍କର କବାଲି ଡାଲାମ ବୋଲି କୁହାଯାଉଛି। ଗତ ବର୍ଷ ଭିଟିରିରେ ପୋଲିସ ସହିତ ହୋଇଥିବା ଏନକାଉଣ୍ଟରରେ ମାଓବାଦୀ ସିପି ଜଲେଲ ନିହତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.