ETV Bharat / bharat

ପିଏମ କେୟାର୍ସ ଫଣ୍ଡକୁ 2.5କୋଟି ଟଙ୍କା ଦାନ କରିବେ ଇପିଏଫଓ କର୍ମଚାରୀ

author img

By

Published : May 3, 2020, 6:48 PM IST

ପିଏମ କେୟାର୍ସ ଫଣ୍ଡକୁ ନିଜର ଗୋଟିଏ ଦିନରେ ଦରମା ଦେବେ ଇପିଏଫଓର କର୍ମଚାରୀ । କର୍ମଚାରୀଙ୍କ ପକ୍ଷରୁ ମୋଟ 2.5କୋଟି ଟଙ୍କା ଏକଜୁଟ କରାଯାଇଛି ।

Employees of EPFO contribute one day's salary to the PM CARES Fund
ପିଏମ କେୟାର୍ସ ଫଣ୍ଡକୁ 2.5କୋଟି ଟଙ୍କା ଦାନ କରିବେ ଇପିଏଫଓ କର୍ମଚାରୀ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସାରା ଦେଶ ଏକଜୁଟ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ପ୍ରତିହତ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଉ ଏହି ଲଢେଇକୁ ମଜବୂତ କରିବାକୁ ଗଠିତ ହୋଇଥିବା ପିଏମ କୋୟର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ମଧ୍ୟ ବିଭିନ୍ନ ଦିଗରୁ ସହାୟତା ହାତ ବଢୁଛି । ଏହି କ୍ରମରେ ଏମ୍ପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ(ଇପିଏଫଓ)ର କର୍ମଚାରୀମାନେ ନିଜର ଗୋଟିଏ ଦିନର ଦରମା ପିଏମ କେୟାର୍ସ ଫଣ୍ଡକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କର୍ମଚାରୀଙ୍କ ପକ୍ଷରୁ ମୋଟ 2.5କୋଟି ଟଙ୍କା ଏକଜୁଟ କରାଯାଇଛି । ରବିବାର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ପ୍ରକାଶ ପାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.