ETV Bharat / bharat

ଆରପାରିରେ ବରିଷ୍ଠ ଓକିଲ ରାମ ଜେଠମଲାନୀ - eminent lawyer

ଆରପାରିରେ ବରିଷ୍ଠ ଆଇନଜୀବୀ ଜେଠମଲାନୀ । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ହୋଇଥିଲା । ଗତ ଦୁଇ ସପ୍ତାହ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 8, 2019, 9:58 AM IST

ନୂଆଦିଲ୍ଲୀ: ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରାମ ଜେଠମଲାନୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ହୋଇଥିଲା । ଗତ ଦୁଇ ସପ୍ତାହ ହେବ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ।

ଜେଠମଲାନୀ 2010 ମସିହାରେ ସୁପ୍ରିମ କୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । l ତାଙ୍କର ଜନ୍ମ ଶିଖରପୁର ସିନ୍ଧ ସେପ୍ଟେମ୍ବର 14, 1923ରେ ହୋଇଥିଲା ।

ମାତ୍ର 13 ବର୍ଷ ବୟରେ ମାଟ୍ରିକ ପାସ କରିଥିଲେ । ଆଉ 17 ବର୍ଷ ବୟସରେ ଏଲଏଲବି ସାରିବା ପରେ 18 ବର୍ଷ ବୟସରେ ଓକିଲାତି ଆରମ୍ଭ କରିଥିଲେ । ଆଉ ଧିରେ ଧିରେ ବଡ ବଡ ମାମଲାର ସମାଧାନ କରି ପରିଚିତ ହୋଇଥିଲେ । ହାଇକୋର୍ଟ ସୁପ୍ରିମ କୋର୍ଟରେ ସେ ଅନେକ କେସ ହାତକୁ ନେଇ ବିଜୟୀ ହୋଇଛନ୍ତି ।

1959 ମସିହାରେ କେ ଏମ ନାନବତୀ ଓ ମହାରାଷ୍ଟ୍ର ମାମଲା ହାତକୁ ନେଇଥିଲେ । ଷ୍ଟମ ମାର୍କେଟ ସ୍କାମରେ ହରଶଦ ମେହଦା ଓ କେତନ ପାରେଖଙ୍କ କେସ ମଧ୍ୟ ଲଢିଥିଲେ । ଜେସିକା ଲାଲ ମର୍ଡର କେସ ମଧ୍ୟ ସେ ଲଢିଛନ୍ତି। ମୁମ୍ବାଇ ପାଇଁ ତାଙ୍କୁ ବିଜେପି ଟିକଟ ମଧ୍ୟ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.