କୋଲକାତା: ମତଦାନ ସମୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ତୃତୀୟ ପର୍ଯ୍ୟାୟ ମତଦାନରେ ବାଧା ସୃଷ୍ଟି କରିବା ଲାଗି ବିଭିନ୍ନ ହିଂସାତ୍ମକ ରାସ୍ତା ଆପଣାଉଛନ୍ତି ଦୁର୍ବୁତ୍ତ । ମୁର୍ଶିଦାବାଦର ରାଣୀନଗର ଅଞ୍ଚଳରେ ଏକ ପୋଲିଂ ବୁଥକୁ ଟାର୍ଗେଟ କରି ବୋମା ମାଡ କରିଛନ୍ତି ଦୁର୍ବୁତ୍ତ । ମଙ୍ଗଳବାର ମତଦାନ ଚାଲିଥିବା ସମୟରେ ଭୋଟରଙ୍କୁ ଡରାଇବାକୁ ପାଇଁ ଏଭଳି କରାଯାଇଥିବା ଜଣା ପଡିଛି।
-
#WATCH West Bengal: Unidentified men hurled a bomb near polling booth no-27,28 in Murshidabad's Raninagar area. #LokSabhaElection2019 pic.twitter.com/9qUkhxBJ8Q
— ANI (@ANI) April 23, 2019 " class="align-text-top noRightClick twitterSection" data="
">#WATCH West Bengal: Unidentified men hurled a bomb near polling booth no-27,28 in Murshidabad's Raninagar area. #LokSabhaElection2019 pic.twitter.com/9qUkhxBJ8Q
— ANI (@ANI) April 23, 2019#WATCH West Bengal: Unidentified men hurled a bomb near polling booth no-27,28 in Murshidabad's Raninagar area. #LokSabhaElection2019 pic.twitter.com/9qUkhxBJ8Q
— ANI (@ANI) April 23, 2019
ସେହିପରି ମୁର୍ଶିଦାବାଦର ବଳିଗ୍ରାମରେ କଂଗ୍ରେସ ଏବଂ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ପୋଲିଂ ବୁଥର ଲାଇନରେ ଥିବା ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।
-
West Bengal: Man standing in a queue to vote killed in clashes between Congress and TMC workers in Baligram, Murshidabad. #LokSabhaElections2019 pic.twitter.com/hkTc56cT7i
— ANI (@ANI) April 23, 2019 " class="align-text-top noRightClick twitterSection" data="
">West Bengal: Man standing in a queue to vote killed in clashes between Congress and TMC workers in Baligram, Murshidabad. #LokSabhaElections2019 pic.twitter.com/hkTc56cT7i
— ANI (@ANI) April 23, 2019West Bengal: Man standing in a queue to vote killed in clashes between Congress and TMC workers in Baligram, Murshidabad. #LokSabhaElections2019 pic.twitter.com/hkTc56cT7i
— ANI (@ANI) April 23, 2019
-
West Bengal: Babulal Murmu, a polling agent found dead at his house in Buniadpur, Dakshin Dinajpur. More details awaited. #LokSabhaElections2019 pic.twitter.com/4H2eEpFdy4
— ANI (@ANI) April 23, 2019 " class="align-text-top noRightClick twitterSection" data="
">West Bengal: Babulal Murmu, a polling agent found dead at his house in Buniadpur, Dakshin Dinajpur. More details awaited. #LokSabhaElections2019 pic.twitter.com/4H2eEpFdy4
— ANI (@ANI) April 23, 2019West Bengal: Babulal Murmu, a polling agent found dead at his house in Buniadpur, Dakshin Dinajpur. More details awaited. #LokSabhaElections2019 pic.twitter.com/4H2eEpFdy4
— ANI (@ANI) April 23, 2019
ସେପଟେ ଦିନାଗଜପୁରର ବୁନିଆଦପୁରରେ ଜଣେ ପୋଲି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ଆଜି ହେବାକୁ ଥିବା ମତଦାନରେ ତାଙ୍କର ଡ୍ୟୁଟି ଥିଲା । କିନ୍ତୁ ଡ୍ୟୁଟିକୁ ଯିବା ପୂର୍ବରୁ ହିଁ ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତେବେ ପାରିବାରିକ କାରଣରୁ ସେ ଏପରି କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।