ETV Bharat / bharat

2019ରେ ପୁଣି ମୋଦି ସରକାର: ପ୍ରଶାନ୍ତ କିଶୋର - PRIYANKA

2019ରେ ମାତ୍ ଖାଇବେ ମମତା ଆଣ୍ଡ କୋ ! କାମ ଦେବନି ସିବିଆଇ ଓ ସେଭ ଡେମୋକ୍ରାସିର ନାରା! ଜଲଓ୍ବା ଦେଖାଇବ 'ଫିର୍ ଏକ ବାର ମୋଦି ସରକାର'ର ନାରା! ଏଭଳି ଆକଳନ କରିଛନ୍ତି 2014 ନିର୍ବାଚନ ବେଳ ବିଜେପିର ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋର। ମହାମେଣ୍ଟରେ ସାମିଲ ହୋଇଥିବା ଦଳ ପାଇଁ ଏହି ଆକଳନ କଡା ହେଲେ ମଧ୍ୟ ସତ ହେବ ବୋଲି ଦୃଢ ଭାବରେ ଆକଳନ କରିଛନ୍ତି ପ୍ରଶାନ୍ତ କିଶୋର।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
author img

By

Published : Feb 12, 2019, 11:11 AM IST

ନୂଆଦିଲ୍ଲୀ: ମହାମେଣ୍ଟକୁ ଝଟକା! 2019ରେ ପୁଣି ଆସିବ ମୋଦି ସରକାର। ଏହା କହିଛନ୍ତି 2014 ନିର୍ବାଚନରେ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର। ଏବେ ଜେଡିୟୁର ଉପସଭାପତି ଅଛନ୍ତି ପ୍ରଶାନ୍ତ କିଶୋର। ଏଥିସହ ପ୍ରିୟଙ୍କାଙ୍କ ଏଣ୍ଟ୍ରି ପ୍ରଭାବ ଶୂନ୍ୟ ରହିବ ବୋଲି ଆକଳନ କରିଛନ୍ତି ।

ସେ କହିଛନ୍ତି ଲୋକସଭା ନିର୍ବାଚନକୁ ଆଉ ମାତ୍ର 2ରୁ 3 ମାସ ରହିଛି । କେବଳ ଗାନ୍ଧୀ ପରିବାରର ପରିଚୟ ରହିଛି ପ୍ରିୟଙ୍କାଙ୍କ ପାଖରେ। ସେମିତି କିଛି ତାଙ୍କ ପାଖରେ ସଫଳତା କିମ୍ବା ଅନୁଭବ ନାହିଁ ଯାହା ଦ୍ବାରା କଂଗ୍ରେସର ଭାଗ୍ଯ ପରିବର୍ତ୍ତନ ହୋଇଯିବ । ତେବେ ରାହୁଲଙ୍କ ସମକକ୍ଷ ହୋଇପାରିବେନି ପ୍ରିୟଙ୍କା । କିନ୍ତୁ ତାଙ୍କ ଉପସ୍ଥିତି ଆଗାମୀ ଦିନରେ ଦଳ ଉପରେ ପ୍ରଭାବ ପକାଇବ।

  • Prashant Kishor, JD(U) on Priyanka Gandhi Vadra: She is just starting, nobody has a magic wand. I don't see her as a big challenge in short run, not because she lacks capability but because it's hard to make an impact in a short time. In long run, she is a big face & name. (11/2) pic.twitter.com/t81u8Q8GiT

    — ANI (@ANI) February 11, 2019 " class="align-text-top noRightClick twitterSection" data=" ">
undefined

ଉତ୍ତର ପ୍ରଦେଶରେ ମୋଟ 80ଟି ଲୋକସଭା ଆସନ ରହିଛି । ତେଣୁ ମହାମେଣ୍ଟ , ବିଜେପି ସମସ୍ତଙ୍କ ନଜର ରହିଛି କେମିତି ଅଧିକ ଆସନ ଜିତିବେ। ଏବେ ରାଜ୍ୟରେ ବିଜେପି ସରକାର ରହିଛି। ବିଧାନସଭା ନିର୍ବାଚନରେ ବିଜେପି ଏଠି ନିଜର ସ୍ଥିତି ବିରୋଧୀଙ୍କ ଆଗରେ ଜାହିର କରିଛି। ବିଏସପି-ଏସପି ମେଣ୍ଟ ସରିଛି ଲୋକସଭା ଆସନ ପାଇଁ। ଏବେ କଂଗ୍ରେସ ପ୍ରାୟତଃ ଏକୁଟିଆ। ତେଣୁ ପ୍ରିୟଙ୍କାଙ୍କୁ ଏଣ୍ଟ୍ରି କରାଇ କଂଗ୍ରେସ ସକରାତ୍ମକ ମନୋଭାବ ଦଳୀୟ କର୍ମୀ ଓ ଜନତାଙ୍କ ମନରେ ଭରିବା ପାଇଁ ଚେଷ୍ଟା କରୁଛି ବୋଲି ପ୍ରଶାନ୍ତ କହିଛନ୍ତି । ସୂଚନା ରହିଛି କି 2017ରେ ୟୁପି ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ। ହେଲେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ସେତେବେଳେ ପ୍ରିୟଙ୍କାକୁ ଏଣ୍ଟ୍ରି କରାଇବା ପାଇଁ କଂଗ୍ରେସ ଚିନ୍ତା କରୁଥିଲା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ। ହେଲେ କୌଣସି କାରଣରୁ ପ୍ରିୟଙ୍କା ରାଜନୀତିରେ ପାଦ ଥାପି ପାରିନଥିଲେ ବୋଲି ପ୍ରଶାନ୍ତ କହିଛନ୍ତି।

ସେହିପରି ବିହାରରେ ମହାମେଣ୍ଟ ଏନଡିଏକୁ ମାତ୍ ଦେବ କି ବୋଲି ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ପ୍ରତିକ୍ରିୟାରେ କହିଛନ୍ତି ବିହାରରେ କଂଗ୍ରେସ ନେତୃତ୍ବରେ ଯେଉଁ ମେଣ୍ଟ ରହିଛି ତାହା କେବଳ କାଗଜ କଲମରେ। ସ୍ଥିତି କିନ୍ତୁ ଭିନ୍ନ । ଯଦି ମହାମେଣ୍ଟ ମ୍ୟାଜିକ ଦେଖାଇବ ତାହେଲ ଆମ ସମସ୍ତଙ୍କୁ ଶିଖିବା ଦରକାର ବୋଲି ପ୍ରଶାନ୍ତ କହିଛନ୍ତି ।

Intro:Body:

ନୂଆଦିଲ୍ଲୀ: ମହାମେଣ୍ଟକୁ ଝଟକା ! 2019ରେ ପୁଣି ଆସିବ ମୋଦି ସରକାର । ଏହା କହିଛନ୍ତି 2014 ନିର୍ବାଚନରେ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର । ଏବେ ଜେଡିୟୁର ଉପସଭାପତି ଅଛନ୍ତି ପ୍ରଶାନ୍ତ କିଶୋର । ଏଥିସହ ପ୍ରିୟଙ୍କାଙ୍କ ଏଣ୍ଟ୍ରି ପ୍ରଭାବ ଶୂନ୍ୟ ରହିବ ବୋଲି ଆକଳନ କରିଛନ୍ତି ।

ସେ କହିଛନ୍ତି ଲୋକସଭା ନିର୍ବାଚନକୁ ଆଉ ମାତ୍ର 2ରୁ 3 ମାସ ରହିଛି । କେବଳ ଗାନ୍ଧୀ ପିରବାରର ପରିଚୟ ରହିଛି ପ୍ରିୟଙ୍କାଙ୍କ ପାଖରେ । ସେମିତି କିଛି ତାଙ୍କ ପାଖରେ ସଫଳତା କିମ୍ବା ଅନୁଭବ ନାହିଁ ଯାହା ଦ୍ବାରା କଂଗ୍ରେସର ଭାଗ୍ଯ ପରିବର୍ତ୍ତନ ହୋଇଯିବ । ତେବେ ରାହୁଲଙ୍କ ସମକକ୍ଷ ହୋଇପାରିବେନି ପ୍ରିୟଙ୍କା । କିନ୍ତୁ ତାଙ୍କ ଉପସ୍ଥିତି ଆଗାମୀ ଦିନରେ ଦଳ ଉପରେ ପ୍ରଭାବ ପକାଇବ ।

ଉତ୍ତର ପ୍ରଦେଶରେ ମୋଟ 80ଟି ଲୋକସଭା ଆସନ ରହିଛି । ତେଣୁ ମହାମେଣ୍ଟ , ବିଜେପି ସମସ୍ତଙ୍କ ନଜର ରହିଛି କେମିତି ଅଧିକ ଆସନ ଜିତିବେ । ଏବେ ରାଜ୍ୟରେ ବିଜେପି ସରକାର ରହିଛି । ବିଧାନସଭା ନିର୍ବାଚନରେ ବିଜେପି ଏଠି ନିଜର ସ୍ଥିତି ବିରୋଧୀଙ୍କ ଆଗରେ ଜାହିର କରିଛି । ବିଏସପି-ଏସପି ମେଣ୍ଟ ସରିଛି ଲୋକସଭା ଆସନ ପାଇଁ । ଏବେ କଂଗ୍ରେସ ପ୍ରାୟତଃ ଏକୁଟିଆ । ତେଣୁ ପ୍ରିୟଙ୍କାଙ୍କୁ ଏଣ୍ଟ୍ରି କରାଇ କଂଗ୍ରେସ ସକରାତ୍ମକ ମନୋଭାବ ଦଳୀୟ କର୍ମୀ ଓ ଜନତାଙ୍କ ମନରେ ଭରିବା ପାଇଁ ଚେଷ୍ଟା କରୁଛି ବୋଲି ପ୍ରଶାନ୍ତ କହିଛନ୍ତି । ସୂଚନା ରହିଛି କି 2017ରେ ୟୁପି ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ । ହେଲେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ସେତେବେଳେ ପ୍ରିୟଙ୍କାକୁ ଏଣ୍ଟ୍ରି କରାଇବା ପାଇଁ କଂଗ୍ରେସ ଚିନ୍ତା କରୁଥିଲା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ । ହେଲେ କୌଣସି କାରଣରୁ ପ୍ରିୟଙ୍କା ରାଜନୀତିରେ ପାଦ ଥାପି ପାରିନଥିଲେ ବୋଲି ପ୍ରଶାନ୍ତ କହିଛନ୍ତି ।

ସେହିପରି ବିହାରରେ ମହାମେଣ୍ଟ ଏନଡିଏକୁ ମାତ୍ ଦେବ କି ବୋଲି ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ପ୍ରତିକ୍ରିୟାରେ କହିଛନ୍ତି ବିହାରରେ କଂଗ୍ରେସ ନେତୃତ୍ବରେ ଯେଉଁ ମେଣ୍ଟ ରହିଛି ତାହା କେବଳ କାଗଜ କଲମରେ । ସ୍ଥିତି କିନ୍ତୁ ଭିନ୍ନ । ଯଦି ମହାମେଣ୍ଟ ମ୍ୟାଜିକ ଦେଖାଇବ ତାହେଲ ଆମ ସମସ୍ତଙ୍କୁ ଶିଖିବା ଦରକାର ବୋଲି ପ୍ରଶାନ୍ତ କହିଛନ୍ତି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.