ETV Bharat / bharat

ତେଲେଙ୍ଗାନାରେ 143 ନୂଆ କୋରୋନା ମାମଲା, 8 ମୃତ୍ୟୁ

author img

By

Published : Jun 5, 2020, 11:13 PM IST

ତେଲେଙ୍ଗାନାରେ ପୁଣି 143ଟି ନୂଆ କୋରୋନା ମାମଲା ଆସିଛି । ଏହାସହ ରାଜ୍ୟରେ 8 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଶୁକ୍ରବାର 40 ଜଣ ଡିସଚାର୍ଜ ସହିତ ମୋଟ ଡିସଚାର୍ଜ 1,627ରେ ପହଞ୍ଚିଛି । ରାଜ୍ୟରେ କୋଭିଡ-19ରେ ମୃତ୍ୟୁ ସଂଖ୍ୟା 113ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତେଲେଙ୍ଗାନାରେ 143 ନୂଆ କୋରୋନା ମାମଲା, ଆଠ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଥମିବାର ନାଁ ଧରୁନି କୋରୋନା । ବର୍ତ୍ତମାନ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଶୁକ୍ରବାର ତେଲେଙ୍ଗାନାରେ 143 ଟି ନୂଆ ପଜିଟିଭ୍ ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ 8 ଜଣଙ୍କର ମୃତ୍ୟୁ ଘଟିଛି ।

ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ପଜେଟିଭ ମାମଲା 3,290 ରେ ପହଞ୍ଚିଛି । ଶୁକ୍ରବାର GHMC ରେ 116 ଟି ମାମଲା ଥିବାବେଳେ ରଙ୍ଗାରେଡ୍ଡିରେ 8, ମେହବୁବନଗରରେ 5, ୱାରାଙ୍ଗଲରେ 3, ମନଚେରିଆଲରେ ଗୋଟିଏ ଏବଂ ଖମାମ, ଅଦିଲାବାଦ, ମେଡଚାଲ ଏବଂ ସଙ୍ଗରେଡ୍ଡି, କରିମାନଗରରେ ଦୁଇଟି ଲେଖାଏଁ କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି ।

ଶୁକ୍ରବାର 40 ଜଣ ଡିସଚାର୍ଜ ସହିତ ମୋଟ ଡିସଚାର୍ଜ 1,627ରେ ପହଞ୍ଚିଛି । ରାଜ୍ୟରେ କୋଭିଡ -19ରେ ମୃତ୍ୟୁ ସଂଖ୍ୟା 113ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.