ETV Bharat / bharat

19ରେ ଘାଟିରେ ଖୋଲିବ ସ୍କୁଲ, କଲେଜ - 19ରେ ଘାଟିରେ ଖୋଲିବ ସ୍କୁଲ

ଅଗଷ୍ଟ 19ରେ ଖୋଲିବ ଘାଟିର ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ । ଧାରା 370 ଉଚ୍ଛେଦ ହେବା ପରେ ସୁରକ୍ଷା ଦୃଷ୍ଟିରୁ କାଶ୍ମୀରରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।

ଫାଇଲ ଫଟୋ
author img

By

Published : Aug 16, 2019, 3:50 PM IST

ଶ୍ରୀନଗର: କାଶ୍ମୀର ଘାଟିରେ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି । ଧାରା 370 ଉଚ୍ଛେଦ ହେବା ପରଠୁ ବନ୍ଦ ରହିଥିବା ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଅଗଷ୍ଟ 19ରେ ଖୋଲିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।ସେପଟେ ମିଳିଥିବା ସୂଚନା ମୁତାବକ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସିଭିଲ ସେକ୍ରେଟରିଏଟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ରାଜ୍ୟର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ଓ ସୁରକ୍ଷିତ ରହିଛି । ରାଜ୍ୟ ସରକାର ପ୍ରତିଦିନ ସୁରକ୍ଷା ବ୍ୟବସ୍ଥା ଓ ପରିସ୍ଥିତିକୁ ଯାଞ୍ଚ କରୁଛନ୍ତି । ସୁପ୍ରିମକୋର୍ଟ ସୁରକ୍ଷା ବ୍ୟବସ୍ଥା ଓ ସୁରକ୍ଷାକର୍ମୀଙ୍କୁ ବିଶ୍ବାସ କରିବା ଉଚିତ ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ସେପଟେ ଲ୍ୟାଣ୍ଡ ଲାଇନ ଓ ଇଣ୍ଟରନେଟ ବ୍ୟବହାର ଉପରେ ଲାଗିଥିବା ପ୍ରତିବନ୍ଧକକୁ ଆଜି ସନ୍ଧ୍ୟା ସୁଦ୍ଧା ହଟାଇ ଦିଆଯିବ ବୋଲି ପ୍ରଧାନ ବିଚାରପତି ପ୍ରକାଶ କରିଛନ୍ତି । ତେବେ ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସେ ଜଣାଇଛନ୍ତି ।

ଏଥିସହିତ କଡା ସୁରକ୍ଷାବଳୟ ମଧ୍ୟରେ ରହିଛି କାଶ୍ମୀର ଘାଟି । ବିଭିନ୍ନ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଛନ୍ତି ବରିଷ୍ଠ ଅଧିକାରୀ ।

Intro:Body:

srg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.