ETV Bharat / bharat

ଭାଷଣରେ ଅଭିନନ୍ଦନଙ୍କ ନାମ ନେଇଥିବା ଅଭିଯୋଗରେ ମୋଦିଙ୍କୁ ଇସିଆଇର କ୍ଲିନଚିଟ୍

ଏକ ନିର୍ବାଚନ ରାଲିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ନାମ ନେଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିବା ଅଭିଯୋଗରେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ) ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ୍ ମିଡିଆ
author img

By

Published : May 5, 2019, 1:01 AM IST

ନୂଆଦିଲ୍ଲୀ: ଏକ ନିର୍ବାଚନ ରାଲିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ନାମ ନେଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିବା ଅଭିଯୋଗରେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ) ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଜାରି କରିଛି । ଏଥିରେ ମୋଦି କୌଣସି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିନଥିବା ଇସିଆଇ ସ୍ପଷ୍ଟ କରିଛି ।

ଗୁଜୁରାଟର ଏକ ନିର୍ବାଚନ ରାଲିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକିସ୍ତାନକୁ ସତର୍କ କରାଇଥିଲେ । ମୋଦି ଏହି ସଭାରେ କହିଥିଲେ, 'ଯଦି ଆମ ପାଇଲଟର କିଛି ହୁଏ, ତେବେ ଆମେ ତୁମକୁ ଛାଡିବୁନି' । ଏହାକୁ ନେଇ ଇସିଆଇରେ ଅଭିଯୋଗ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.