ETV Bharat / bharat

କଂଗ୍ରେସ ପାଇଁ କମ୍ପ୍ୟୁଟର ବାବାଙ୍କ ନାମଯଜ୍ଞ ଘଟଣା: ନିର୍ବାଚନ ଆୟୋଗର ନୋଟିସ ଜାରି - ଯଜ୍ଞ

କମ୍ପ୍ୟୁଟର ବାବାଙ୍କ ନାମଯଜ୍ଞ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗ ଆଚାର ସଂହିତା ଉଲଙ୍ଘନ ମାନିଛି । କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଦିଗବିଜୟ ସିଂହ ବହନ କରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 11, 2019, 9:41 AM IST

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କୁ ସମର୍ଥନ କରୁଥିବା କମ୍ପ୍ୟୁଟର ବାବା କଂଗ୍ରେସ ପାଇଁ ନାମ ଯଜ୍ଞ କରି ଫସିଛନ୍ତି ।

କମ୍ପ୍ୟୁଟର ବାବାଙ୍କ ନାମଯଜ୍ଞ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗ ଆଚାର ସଂହିତାର ଉଲଙ୍ଘନ ମାନିଛି । କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଦିଗବିଜୟ ସିଂହ ବହନ କରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

କମ୍ପ୍ୟୁଟର ବାବାଙ୍କ ନାମଯଜ୍ଞ କାର୍ଯ୍ୟକ୍ରମରେ ମୋଟ ସାଢେ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ଖର୍ଚ୍ଚ କଂଗ୍ରେସ ପ୍ରାର୍ଥୀ ବହନ କରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଏଥିସହ ନିର୍ବାଚନ ଆୟୋଗ କମ୍ପ୍ୟୁଟର ବାବାଙ୍କୁ ନାମଯଜ୍ଞ ମାମଲାରେ ନୋଟିସ ମଧ୍ୟ ଜାରି କରିଛି । ବାବାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ବୋଲି ଜଣାପଡିଛି ।

Intro:Body:

sds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.