ETV Bharat / bharat

କେଜ୍ରିୱାଲଙ୍କୁ କଟାକ୍ଷ ପଡିଲା ମହଙ୍ଗା, ଯୋଗୀଙ୍କୁ ଇସିର ରିପୋର୍ଟ ତଲବ - EC issued a notice to UP CM Yogi Adityanath

କେଜ୍ରିୱାଲଙ୍କୁ ସମାଲୋଚନା କରି ହରଡଘଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ନିର୍ବାଚନ କମିଶନ ଏନେଇ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ତଲବ କରିଛନ୍ତି।

EC issued a notice to UP CM Yogi Adityanath for violation of model code of conduct
କେଜ୍ରିୱାଲଙ୍କୁ କଟାକ୍ଷ ପଡିଲା ମହଙ୍ଗା, ଯୋଗୀ ଆଦିତ୍ୟନାଥଙ୍କୁ ଇସି ନୋଟିସ
author img

By

Published : Feb 6, 2020, 8:08 PM IST


ନୂଆଦିଲ୍ଲୀ: କେଜ୍ରିୱାଲଙ୍କୁ ସମାଲୋଚନା କରି ହରଡଘଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ନିର୍ବାଚନ କମିଶନ ଏନେଇ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ ଜାରି କରିଛନ୍ତି । ସେ କରୱାଲ ନଗରର ଏକ ସାଧାରଣ ସଭାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଇସି ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୱାଲ ନଗରର ସଭାରେ ସମାଲୋଚନା କରିଥିଲେ । ସେ କହିଥିଲେ, ‘ ଶାହିନ ବାଗର ବିକ୍ଷୋଭକାରୀଙ୍କୁ କେଜ୍ରିୱାଲ ବିରିୟାନି ଖାଇବାକୁ ଦେଉଛନ୍ତି । ଯାହାକୁ ନେଇ ଇସି ନୋଟିସ ଜାରି କରିଛନ୍ତି ।

@ANI

Intro:Body:

BLANK


Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.