ETV Bharat / bharat

ମୋଦିଙ୍କୁ କ୍ଲିନ ଚିଟ୍‌ ଦେଲେ ନିର୍ବାଚନ କମିଶନ - wardha

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ୍‌ ଚିଟ ଦେଇଛନ୍ତି ନିର୍ବାଚନ କମିଶନ । ମହାରାଷ୍ଟ୍ରର ୱର୍ଦ୍ଧାରେ ମୋଦିଙ୍କ ଭାଷଣରେ କୌଣସି ପ୍ରକାର ନିର୍ବାଚନ ଅଚରଣ ବିଧିର ଉଲଂଘନ କରି ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

ଫଟୋ ସୌଜନ୍ୟ: ଏନଏଆଇ
author img

By

Published : Apr 30, 2019, 11:38 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଆଶ୍ବସ୍ତି । ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଛନ୍ତି କ୍ଲିନ୍‌ ଚିଟ । ନିର୍ବାଚନ କମିଶନ ମହାରାଷ୍ଟ୍ରର ୱର୍ଦ୍ଧାରେ ମୋଦି ଦେଇଥିବା ଭାଷଣରେ କୌଣସି ପ୍ରକାର ନିର୍ବାଚନ ଅଚରଣ ବିଧିର ଉଲଂଘନ କରି ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ।

ଏହାସହ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଜବାବରେ ସନ୍ତୋଷ ପ୍ରକାଶ କିରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ର ୱର୍ଦ୍ଧାର ଏପ୍ରିଲରେ 1ରେ ଏକ ନିର୍ବାଚନୀ ଭାଷଣରେ ସେନା ନାଁରେ ଭୋଟ ମାଗିଥିଲେ । ଏହାସହ ମୋଦି ଏହି ନିର୍ବାଚନୀ ପ୍ରଚାର ରାଲିରେ ହିନ୍ଦୁଙ୍କୁ କଂଗ୍ରେସ ଅପମାନିତ କରିଥିବା ମନ୍ତବ୍ୟ ଦେଇଥିଲେ । ତତ୍‌ସହିତ କଂଗ୍ରେସ ହିନ୍ଦୁଙ୍କୁ ଆତଙ୍କୀ କହୁଥିବା କଥା ନିଜ ଭାଷଣରେ ସ୍ଥାନ ଦେଇଥିଲେ ମୋଦି । ମୋଦି ରାହୁଲ ଗାନ୍ଧୀଙ୍କ ୱାଇନାଡ ଆସନରୁ ନିର୍ବାଚନ ଲଢିବାକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହା ପରେ ସେହି ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ଏହି ମାମଲାରେ କଂଗ୍ରେସ ସାଂସଦ ସୁସ୍ମିତା ଦେବ ନିର୍ବାଚନ ଆୟୋଗ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ କରିଥିଲେ । ଏହି ଦୁଇ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.