ETV Bharat / bharat

ମହାରାଷ୍ଟ୍ର ପାଲଘରରେ 3.5 ତୀବ୍ରତା ଭୂମିକମ୍ପ

ମହାରାଷ୍ଟ୍ରର ପାଲଘରରେ ମଙ୍ଗଳବାର 3.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Oct 6, 2020, 10:23 PM IST

ମହାରାଷ୍ଟ୍ର ପାଲଘରରେ  3.5 ତୀବ୍ରତା ଭୂମିକମ୍ପ
ମହାରାଷ୍ଟ୍ର ପାଲଘରରେ 3.5 ତୀବ୍ରତା ଭୂମିକମ୍ପ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ମଙ୍ଗଳବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟରସ୍କେଲରେ ଭୂକମ୍ପର ତୀବ୍ରତା 3.5 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ।

ମଙ୍ଗଳବାର ରାତି 9.30ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ପୂର୍ବରୁ ସେପ୍ଟେମ୍ବର 22ରେ ମଧ୍ୟ ମହାରାଷ୍ଟ୍ରର ପାଲଘର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ଏହାର ତୀବ୍ରତା ମଧ୍ୟ 3.5 ରହିଥିବା ସୂଚନା ଦେଇଥିଲା ଜାତୀୟ ସେସମୋଲୋଜୀ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.