ETV Bharat / bharat

ଭୂମିକମ୍ପରେ ଥରିଲା ଫିଜି

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଫିଜି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.0 ଥିବା ଜଣାପଡିଛି ।

author img

By

Published : Mar 10, 2019, 4:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଫିଜି: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଫିଜି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.0 ଥିବା ଜଣାପଡିଛି । ରବିବାର ଅପରାହ୍ନ ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୂକମ୍ପ କେନ୍ଦ୍ର ସୁଭାଠାରୁ 543 କିମି ଦୂରରେ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଅଘଟଣରେ ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ସୁନାମୀ ନେଇ ସତର୍କତା ଜାରି କରାଯାଇଛି ।

ସୂଚନା ଅନୁସାରେ, ଫିଜି ହେଉଛି ପ୍ରଶାନ୍ତ ମହାସାଗର ଉପକୂଳରେ ଥିବା ଏକ ସ୍ଥାନ । ଅଧିକାଂଶ ସମୟରେ ଏହି କ୍ଷେତ୍ର ଭୂକମ୍ପ ଓ ଲାର୍ଭା ଉଦଗୀରଣର ସାମନା କରିଥାଏ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.