ETV Bharat / bharat

ଭୂମିକମ୍ପରେ ଥରିଲା ଗୁଜୁରାଟ -

ଗୁଜୁରାଟରେ 5.5 ତୀବ୍ରତାର ଭୂମିକମ୍ପର ଝଟକା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ଭୂମିକମ୍ପ ସମୟରେ ଲୋକେ ନିଜ ନିଜ ଘର ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଗୁଜୁରାଟରେ 5.5 ତୀବ୍ରତାର ଭୂମିକମ୍ପ
ଗୁଜୁରାଟରେ 5.5 ତୀବ୍ରତାର ଭୂମିକମ୍ପ
author img

By

Published : Jun 14, 2020, 9:20 PM IST

ଅହମ୍ମଦାବାଦ: କୋରାନା ମହାମାରୀକୁ ନେଇ ଲୋକେ ଭୟଭୀତ ଥିବାବେଳେ ଏବେ ଲୋକଙ୍କୁ ସାମ୍ନା କରିବାକୁ ପଡୁଛି ଭୂମିକମ୍ପ । ଗୁଜୁରାଟରେ କୋରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେଉଥିବାବେଳେ ଲୋକେ ଆତଙ୍କିତ ଥିବାବେଳେ ଏବେ ଭୂମିକମ୍ପର ଝଟକା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି ।

ଗୁଜୁରାଟର ଭୂମିକମ୍ପର କେନ୍ଦ୍ର ସ୍ଥଳ କଚ୍ଛର 10 କିମି ପରିସରରେ ଅନୁଭୂତ ହୋଇଛି ।

ଭୂମିକମ୍ପରେ ଥରିଲା ପୂରା ଗୁଜୁରାଟ । ରିକ୍ଟର ସ୍କେଲରେ ତୀବ୍ରତା 5.5 ଥିବା ରେକର୍ଡ ହୋଇଛି । ଭୂମିକମ୍ପ ସମୟରେ ଲୋକେ ନିଜ ନିଜ ଘର ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.